ଗ୍ରାମ ବିକାଶ ତରଫରୁ ଗୋଟ ଟ୍ରଷ୍ଟର ତାଲିମ ଶିବିର ଅନୁଷ୍ଠିତ।
ନୂଆଗାଁ (ସୁବ୍ରତ ପରିଡ଼ା): ଗ୍ରାମ ବିକାଶ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଥିବାବେଳେ ଗ୍ରାମ ବିକାଶ ଏବଂ ଗୋଟ ଟ୍ରଷ୍ଟର ମିଳିତ ସହଯୋଗ ରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଗାଁ ଗହଳିର ଛେଳି ଚାଷୀ ମାନେ କିପରି…