ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ପାତ୍ରପଡ଼ାରେ ନୂଆ ଆଉଟଲେଟ  ଉଦ୍‌ଘାଟିତ

 ଭୁବନେଶ୍ବରରୁ ଚକ୍ରଧର ମାଝି: ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ଆଜି ଭୁବନେଶ୍ଵରର ପାତ୍ରପଡ଼ା ଠାରେ ଆଜି ତୃତୀୟ ଆଉଟ୍ଲେଟ୍‌କୁ ଉଦଘାଟନ କରାଯାଇଛି। ଏହି ଆଉଟ୍ଲେଟ୍‌କୁ ୧୨,୫୦୦ ବର୍ଗଫୁଟରେ ତିଆରି କରାଯାଇଛି । ଏହାର ଉଦଘାଟନୀ ଅବସରରେ ଫର୍ଣ୍ଣିଚର ଗୋଡାଉନ୍‌ର ଏଡି ଶଶାଙ୍କ ଶେଖର ଆଚାର୍ଯ୍ୟ,…

ମଧ୍ୟ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ସହ ମଶାତେଲ ଓ ବ୍ଲିଚିଙ୍ଗ୍ ପକାଇଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ବରରୁ ଚକ୍ରଧର ମାଝି : ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ନିର୍ବାଚନ ମଣ୍ଡଳୀର ୟୁନିଟ-୨ ପଟେଲ ବସ୍ତି, ଅଶୋକ ନଗର ଫଳ ଗୋଦାମ, ଫାଳିକିଆ ବଜାର ଓ କଳ୍ପନା ଛକ କଦଳୀ ଗୋଦାମ ଅଂଚଳର ଅପରିସ୍କୃତ ସ୍ଥାନରେ ମଶାତେଲ ଓ ବ୍ଲିଚିଙ୍ଗ୍ ପାଉଡର ପକାଯାଇ ଲୋକଙ୍କୁ ଡେଙ୍ଗୁ ବିଷୟରେ…

ଖୋଲିଲା କୋଣାର୍କ; ଦୈନିକ ୨ ହଜାର ପର୍ଯ୍ୟଟକଙ୍କୁ ଅନୁମତି

ପୁରୀ/ଅନିମେଶ ପଟ୍ଟନାୟକ: ଦିର୍ଘ ଦିନ ପରେ ସୋମବାର ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସରକାରଙ୍କ କୋଭିଡ ନିୟମ ସହ ପ୍ରତ୍ୟେକ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ । ପ୍ରତ୍ୟେକ ଦିନ ୨ ହଜାର ପର୍ଯ୍ୟଟକଙ୍କୁ ଦର୍ଶନର ଅନୁମତି ଦେଇଛନ୍ତି ଜିଳ୍ଲାପାଳ ।  ଅନ୍ୟପଟେ…

ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ପାଇଁ ଜିଲ୍ଲା ଆଦିବାସୀ ସଂଘର ଦାବି  

୩୦ ହଜାର ରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ଓ ସଂପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ, କିଟ୍ ରେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ ଟିଟିଲାଗଡ, ( ଗୌରବ ଦର୍ଜୀ)-ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା…

ସିର୍ଜିନା ସାହିତ୍ୟ  ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ସମ୍ବଲପୁରୀ ଦିନ୍ ପାଳନ

  ପଦ୍ମପୁର : ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଗଲା ।  କବି ପ୍ରେମାନନ୍ଦ  ବେହେରା  ମୁଖ୍ୟ ଅତିଥି , ଶ୍ରୀ  ଅବନୀ କାନ୍ତ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ   ଓ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ…

କଳା ବ୍ୟାଜ ପିନ୍ଧି ପଦ୍ମପୁର ଡାକ୍ତରଖାନାର ଟେକନିସିଆନଙ୍କ ପ୍ରତିବାଦ

ପଦ୍ମପୁର(ଶାସକପ୍ରଶାସକ)-ରାଜ୍ୟ ଟେକ୍‌ନିସିଆନମାନଙ୍କ ବିଭିନ୍ନ ଦାବିକୁ କର୍ଣ୍ଣପାତ କରୁ ନଥିବାରୁ ଓଡ଼ିଶା ମେଡିକାଲ ଟେକ୍‌ନିସିଆନ ସଂଘ ପ୍ରସ୍ତାବ କ୍ରମେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି। ସରକାରଙ୍କଠାରେ ସଂଘ ପକ୍ଷରୁ ବିଭିନ୍ନ ଦାବି ରଖାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲା…

ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳପଥ ନିର୍ମାଣ ଦାବୀ 

ଅଗଷ୍ଟ ୨୭ ରୁ ଅଗଷ୍ଟ ୨୯   ପଦଯାତ୍ରା ନିମନ୍ତେ ଭଞ୍ଜସେନାର ପ୍ରସ୍ତୁତି ବୈଠକ ବାରିପଦା(ଦିଲ୍ଲୀପ ମହାନ୍ତି)-  ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ୪୨ କି.ମି. ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ କ୍ରମାଗତ…

ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା : ଜିଲ୍ଲାର ୧୦ଟି କେନ୍ଦ୍ରରେ ୨୩୮ ପରୀକ୍ଷାର୍ଥୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା । ଏଥିରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୭ଟି ବ୍ଲକରେ…

ଦଶପଲ୍ଲା ବିଧାୟକଙ୍କ ଦ୍ଵାରା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ…

ଭାରତୀୟ ହକି ଦଳକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭକାମନା

 ଭୁବନେଶ୍ୱର : ଅଲମ୍ପିକର ସେମିଫାଇନାଲରେ ପହଁଚିଥିବା  ଭାରତୀୟ ପୁରୁଷ ହକି ଦଳ  ଓ  ପ୍ରଥମଥର କ୍ୱାଟରଫାଇନାଲରେ ପହଁଚିବା ମହିଳା ଦଳକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ଆଣି ତାଙ୍କ ଶୁଭକାମନାରେ ଜଣାଇଛନ୍ତି " ଦୀର୍ଘ ୪୧ ବର୍ଷ ପରେ…