ପଦ୍ମପୁର(ଶାସକପ୍ରଶାସକ)- କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଦ୍ମପୁର ସହରର ଥାନା ପଡା ସ୍ଥିତ ଶନି ମନ୍ଦିର ଠାରେ କାର୍ତ୍ତିକ ବ୍ରତଧାରିଙ୍କ ଦ୍ବାରା ଏକ ପାରାୟଣ ପଠନ ତଥା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ସମାଜସେବୀ ପଙ୍କଜିନି ପ୍ରଧାନଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସ ହରିଶ ପଣ୍ଡା ଯୋଗଦେଇ ଭାଗବତ ପାଠନ କରିଥିଲେ । ଏହି ଉତ୍ସବରେ ଶତାଧିକ ବ୍ରତଧାରୀ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.