ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ
ଭୁବନେଶ୍ୱର : ଅଙ୍ଗଦାନର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସରେ ନିକଟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସମ୍ମମର ଉପସ୍ଥିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇ ଅଙ୍ଗଦାନର ଇତିହାସ…