ସ୍ୱାଧୀନତା ଦିବସ ପାଳନ କଲେ ଶ୍ରମ ସଂଗଠନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବାରବାଟି ସ୍ଥିତ ନେତାଜୀ ଶ୍ରମିକ ସଂଘ ପକ୍ଷରୁ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ତଥା ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ସମେତ ସଂଗଠନର ବହୁ…

ଆପ୍ ଗଜପତି ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ୍ ଆଦମୀ ପାର୍ଟିର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ନିଜ ଅଭିଭାଷଣରେ ଦେଶର ମହାନ…

ଘୁ.ଉଦୟଗିରିରେ ୭୫ ତମ ସ୍ୱାଧୀନତା ଦିବସ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୭୫ ତମ ସ୍ୱାଧୀନତା ଦିବସ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ୨୫ ଜଣଙ୍କୁ ନେଇ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ ଅତିରିକ୍ତ ଉପଜିଲ୍ଲାପାଳ ବିଜୟ…

ପରସିଙ୍ଗାରେ ଖୋଲିଲା ନୂତନ ଟୀକା କେନ୍ଦ୍ର ।

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-:ଭଦ୍ରକ ବ୍ଲକ ଅଧିନସ୍ଥ ପରସିଙ୍ଗା ପଞ୍ଚାୟତରେ ଖୋଲିଲା ନୂତନ ଟୀକା କେନ୍ଦ୍ର। ଆଜି ପ୍ରଥମେ କରି ପରସିଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ନୂତନ ଟୀକା କେନ୍ଦ୍ର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ଧଳ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା…

ବହୁତ ଦିନ ପରେ ଶୁଭିଲା ବୋଲବମ ଭକ୍ତଙ୍କ ଜଟିଆ ବାବା ପର୍ କରେଗା ଶଦ୍ଦ ।

କଲ୍ୟାସିଂହପୁର: ପ୍ରଦିପ ଦଳାଇ:ରାୟଗଡା ଜିଲ୍ଲା ରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨ କିମି ଦୂରରେ ଥିବା ଦେବଗିରୀ ପାହାଡ଼ରେ ବୋଲବମ ଭକ୍ତ ମାନଙ୍କୁ ଦେଖିବାକୁ ମିଳିଛି । ସରକାରଙ୍କ କୋବିଡ଼ ନିୟମ ଅନୁଯାୟୀ ବିନା ଭକ୍ତରେ ସମସ୍ତ ଦେବାଳୟ ରେ ରୀତିନୀତି…

ସୁବର୍ଣ୍ଣପୁର ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ

ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ )ସୋନପୁର ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆ ଠାରେ ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ସତର୍କତା ଅବଲମ୍ବନ କରି ପାଲିତ ହୋଇ ଯାଇଛି।ଏହି ଅଵସରରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ…

ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଶାସକ ପ୍ରଶାସକ : ଦେଶର ଆଦର୍ଶ ଓ ପ୍ରେରଣାସ୍ରୋତ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ନୂଆଦିଲ୍ଲୀସ୍ଥିତ ତାଙ୍କ…

ଓଡ଼ିଶା ମୋ ପରିବାର ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ-ବିଜେଡିର ଓଡିଶା ମୋ ପରିବାର ପକ୍ଷରୁ ପବିତ୍ର ୭୫ ତମ ସ୍ବାଧୀନତା ଦିବସ ଅବସରେ ରେଙ୍ଗାଲି ଗୁଲାମାଲ ପ୍ରଧାନପାଲି ଶନି ମନ୍ଦିର ଏବଂ ଏହାର ସମ୍ମୁଖ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ରାଜ୍ଯ ଯୁଗ୍ମ…