ଓଡ଼ିଶା ସରକାର ଅହଙ୍କାରୀ ଓ ମାଫିଆ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି : ବୈଜୟନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଖରସ୍ରୋତା ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶା ସରକାର ଜନତାଙ୍କ ପ୍ରତିନିଧି ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି | ରାଜକନିକା…

ସମ୍ବଲପୁର ରେ ନିଆରା ଢଙ୍ଗର ଅଙ୍ଗନୱାଡି କେନ୍ଦ୍ର

ସମ୍ବଲପୁର-ରମାକାନ୍ତ ବିଶ୍ବାଳ:ସମ୍ବଲପୁର ରେ ଏବେ ଏକ ନିଆରା ଅଙ୍ଗନବାଡି କେନ୍ଦ୍ର କୁ ନେଇ ବେଶ ଚର୍ଚ୍ଚା । ତେବେ ଏହା କୌଣସି ସାଧାରଣ ଆଙ୍ଗନବାଡି କେନ୍ଦ୍ର ନୁହେଁ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି ଟିକିଏ ନିଆରା ଢଙ୍ଗରେ । ହଁ ଆଜ୍ଞା ଆମେ କହୁଛୁ ସମ୍ବଲପୁର ମୋଦିପଡାର ଟ୍ରେନର…

ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଯେଭଳି…

ମୁଁ ଟିକଟ ପାଇ ନିର୍ବାଚିତ ହେଲେ ଅବହେଳିତ ଅଞ୍ଚଳର ଚିତ୍ର ସମ୍ପୂର୍ଣ୍ଣ ବଦଳାଇ ଦେବି : ରଶ୍ମି ରଞ୍ଜନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନରେ ମୋତେ ଯଦି ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଟିକଟ ମିଳେ ଏବଂ ନିର୍ବାଚିତ ହୁଏ , ତା'ହେଲେ ମୁଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତର ବିଭିନ୍ନ ଅବହେଳିତ ଅଞ୍ଚଳର ଭାଷା ଓ ଚିତ୍ରକୁ…

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ – ନିରଞ୍ଜନ

ଭୁବନେଶ୍ଵର -ସ୍ଵାଧୀନତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ ଲକ୍ଷ ୫୦ ହଜାର ପରିବାର ବା ୩ କୋଟି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ ପାଇଁ ଘୋଷଣାକୁ ପ୍ରଦେଶ କଂଗ୍ରେସ କମିଟି…

ରେଙ୍ଗାଲି ହରିହର ଧର୍ମଶାଳାରେ ରକ୍ତଦାନ ଶିବିର: ୫୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ହରିହର ଧର୍ମଶାଳା ପରିସରରେ ମଙ୍ଗଳବାର ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦର ରେଙ୍ଗାଲି ପ୍ରତିନିଧି ହିମାଂଶୁ ଶେଖର ମିଶ୍ର ଓ ସୁବ୍ରତ ପାଢୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ…

ଓଡ଼ିଆ ଆଇପିଏସ ଲୋକନାଥ ହେବେ କୋଚି ମେଟ୍ରୋ ରେଳୱେର ଏମଡି

ତ୍ରିଭେନ୍ଦ୍ରମ : ନିକଟରେ କେରଳ ପୋଲିସ ମହାନିର୍ଦ୍ଦେଶକ ପଦବୀରୁ ଅବସର ନେଇଥିବା କେରଳ କ୍ୟାଡରର ଓଡ଼ିଆ ଆଇପିଏସ ଅଫିସର ଶ୍ରୀ ଲୋକନାଥ ବେହେରାଙ୍କୁ ଗୃରୁତ୍ଵପୂର୍ଣ୍ଣ ନିଯୁକ୍ତି ପ୍ରଦାନ କରଛନ୍ତି କେରଳ ସରକାର | ତାଙ୍କୁ କୋଚି ମେଟ୍ରୋ ରେଲୱେ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଭାବେ…

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ !

ନୂଆଦିଲ୍ଲୀ : ବଢିଛି ଅଣସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ | ଅଗଷ୍ଟ ୧୭ ରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିବା ଜାତୀୟ ସରବରାହ ସଂସ୍ଥା ରିପୋର୍ଟ କରିଛି। ଅଗଷ୍ଟ ୧୭ ଠାରୁ, ଅଣସବସିଡ଼ିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ ଟ…

ଟଙ୍କିକିଆ ଚାଉଳ ନେବାପାଇଁ ଲୋକେ ହିନସ୍ଥା

ପିଡ଼ିଏସ ଦୋକାନ ଖୋଲିଦେଇ ଯୋଗାଣ ସହାୟକ ଛୁ ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଲୋକଙ୍କ ପାଇଁ ଟଙ୍କା ଟିଏ ମୂଲ୍ୟରେ ଚାଉଲ ଯୋଗାଇ ଦେଉଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ଏହି ଚାଉଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ବିକ୍ରୟ କେନ୍ଦ୍ର ଠାରୁ ଆଣିଥାନ୍ତି । ପଦ୍ମପୁର ବ୍ଳକ ଦହିଗାଁ…

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଯାଜପୁର (ଶାସକ ପ୍ରଶାସକ) ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ। ବିଧାୟକ ସଂଜୀବ ଶ୍ରୀ ମଲ୍ଲିକ ଆଜି ଭୁବନେଶ୍ୱର ରୁ ଭଦ୍ରକ ଫେରୁଥିବା ବେଳେ ଜାତୀୟ ରାଜପଥ ନିକଟ ଯାରକା ପାଖରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଶ୍ରୀ ମଲ୍ଲିକ ନିରାପଦ ଥିବା ବେଳେ ଜାରକା…