ବିପୁଳ ମାତ୍ରାରେ ନିଶା ଇଂଜେକସନ , ନିଶା ବଟିକା ଓ କଫସିରଫ ଜବତ
ଚେର ଲମ୍ବିଛି କଳିକତାକୁ, ଦୁଇ ଗିରଫ ଓ ଜଣେ ଫେରାର
ବରଗଡ :- ବରଗଡ଼ ଜିଲ୍ଲାରେ ଜୋରସୋରରେ ଚାଲିଛି ଅବୈଧ ନିଶା କାରବାର । ମୂଖ୍ୟତଃ ଯୁବସମାଜ କୁ ଟାର୍ଗେଟ କରି କିଛି ଅସାଧୁ , ମୁନାଫାଖୋର ବ୍ୟବସାୟୀ ସାମାନ୍ୟ ଅର୍ଥ ଲୋଭରେ ଯୁବସମାଜ କୁ ନିଶାସକ୍ତ କରାଇ ପଙ୍ଗୁ କରିଦେବାର ପ୍ରୟାସ ଜାରୀ…