ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ପ୍ରତିବାଦରେ ପଶ୍ଚିମ ଓଡିଶା କଳାକାର ମହାସଂଘ ର ବିକ୍ଷୋଭ

ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ରାଜ୍ୟ ର ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା କୁ ଚକ୍ରାନ୍ତ କରାଯାଉଥିବା ପ୍ରତିବାଦରେ ସମ୍ବଲପୁର ରେ ଜନଅସନ୍ତୋସ ତେଜିବାରେ ଲାଗିଛି । ସମ୍ବଲପୁର ଜିଲ୍ଲା ର ଗର୍ବ ଗୌରବ ଏହି ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ଚକ୍ରାନ୍ତ କୁ ବିରୋଧ କରି…

ଅବକାରୀ ବିଭାଗର ଚଢାଉ,୩୩ କେଜି ୬୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ ସହ ଦୁଇ ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଓଡ଼ିଶା ଓ ଛତିଶଗଡ଼ ସିମାନ୍ତବର୍ତୀ ଅଞ୍ଚଳ ହୋଇଥିବା କାରଣରୁ ଅବାଧରେ ଗଞ୍ଜେଇ ଚୋରାଚାଲାଣ ତଥା ବିକ୍ରି ହେଉଛି । ଗଞ୍ଜେଇ ଗଛ୍ଛିତ ରଖି ବିକ୍ରି ଅଭିଯୋଗ ହେବାପରେ ଆଜି ପାଇକମାଲ…

ଲୁହାସିଂହା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ବନ୍ଦ ରହୁଥିବାର ଅଭିଯୋଗ

ପାଟଣାଗଡ଼ (  ଯତୀନ୍ଦ୍ର ନନ୍ଦ  ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଲୁହାସିଂହା ଠାରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟଟି ଅଧାରୁ ଅଧିକ ଦିନ ବନ୍ଦ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ , ଲୁହାସିଂହା  ଆରଆଇ  ସର୍କଲ ଉପରେ …

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଘୋଷଣା କଲା ଜିଲ୍ଲା ପ୍ରଭାରୀ ତାଲିକା

ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ୩୬ଟି ସାଂଗଠାନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ।ଅନୁଗୁଳ - ସୁଷମାରାଣୀ…

ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି ପଞ୍ଚାୟତ ଅଫିସ

ପଞ୍ଚାୟତ ଅଫିସ ଚାରିପଟେ ପଡିଛି ମଦ ବୋତଲ ଓ କଫ ସିରପ ବୋତଲ ମହିଳାଙ୍କ ପାଇଁ ମହିଳା ସରପଞ୍ଚଙ୍କ ପଞ୍ଚାୟତ ଅଫିସ କେତେ ସୁରକ୍ଷିତ ? ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସ ବର୍ତ୍ତମାନ ଦୁର୍ନୀତି କୁ ନେଇ ଚର୍ଚ୍ଚାରେ ଥିବା ବେଳେ ପଞ୍ଚାୟତ…

ସୋହେଲା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଆଜି ସୋହେଲା ବ୍ଲକ ଛୁରିଆପାଲିଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପାଇଁ ନବ ନିର୍ମିତ କୋଠାଘରକୁ ରାଜ୍ୟ ସରକାରଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କରି ଲୋକଙ୍କ ସେବାରେ ସମର୍ପିତ କେଇଥିଲେ । ସେହିଭଳି ଗର୍ଭନା ଗ୍ରାମର ଏକ ନବ ନିର୍ମିତ ମିଶନ ଶକ୍ତି ଗୃହ…

ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା

ବରଗଡ :- ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ନୀଳକୁମାରୀ ନାଏକଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲାର ମହିଳା କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ରାଜ୍ୟର ପଛୁଆବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ମନଗଢା ଗପ ଶୁଣାଉଛି ଶାସକ ବିଜେଡି : ଗୋଲକ ମହାପାତ୍ର

ଭୂବନେଶ୍ୱର:ବିଭ୍ରାନ୍ତ ଓ ଚକ୍ରାନ୍ତ ଶାସକ ବିଜେଡିର ଅଭ୍ୟାସରେ ପରିଣତ ହୋଇସାରିଛି । କୁଚକ୍ରାନ୍ତ କରି ଓଡିଶାବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କ୍ଷେତ୍ରରେ ନିଜ ମୁଣ୍ଡରୁ ଦୋଷ ଖସାଇ ଅନ୍ୟ ଉପରେ ଲଦିଦେବା ଏବଂ ପରବର୍ତୀ ସମୟରେ ବିଭ୍ରାନ୍ତ କରି ଭୂଆଁ ବୁଲାଇବା ଶାସକ ବିଜେଡିର…

ସାପ କାମୁଡାରେ ନାବାଳିକା ମୃତ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ‌ଏସି ଅନ୍ତର୍ଗତ ୱାଡ଼ ନଂ ୨ ଶୁଣ୍ଡିମୁଣ୍ଡା ଗ୍ରାମ ହରିଜନ ପଡ଼ାରେ ମଙ୍ଗଳବାର ସାପ କାମୁଡାରେ ଜଣେ ନାବାଳିକା ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଶୁଣ୍ଢିମୁଣ୍ଡା ହରିଜନ ସାହିର ଲଳିତା ଲୁହା(୧୧) ସୋମବାର…

ବଡ଼ମାଳ ସ୍କୁଲ ନିକଟ ରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର ଆହତ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବୁର୍ଡା ପଞ୍ଚାୟତ ବଡ଼ମାଳ ସ୍କୁଲ ନିକଟ ରେ ରବିବାର ରାତି ପ୍ରାୟ ୮ ଟା ବେଳେ ବାଇକ୍ ଦୁର୍ଘଟଣା ରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ବଡ଼ମାଳ କୁଞ୍ଜ ବେହେରା (୩୭) କୌଣସି କାମରେ ରେଢ଼ାଖୋଲ ଆସି…