ଢେ଼ଙ୍କାନାଳର ସଦାଶିବପୁର ଠାରେ “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
ଢେ଼ଙ୍କାନାଳ ଓ ପଡେ଼ାଶୀ ଜିଲ୍ଲାରେ ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ ତୈଳ ଟର୍ମିନାଲ - ଧର୍ମେନ୍ଦ୍ର ପ୍ରଧାନ
ଢେ଼ଙ୍କାନାଳ/ଅନୁଗୁଳ- ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡାର ସଦାଶିବପୁର ଠାରେ "କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ…