ମହିଳା ସଂରକ୍ଷଣ ବିଲ କାଟ ପ୍ରତିବାଦରେ ଜନ ଆକ୍ରୋଶ ରାଲି;
୫ଶହରୁ ଅଧିକ ମହିଳା ସମର୍ଥକଙ୍କ ଯୋଗଦାନ, କୁଶପୁତ୍ତଳିକା ଦାହ
ଓଡ଼ଗାଁ, ୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଲୋକସଭାରେ ଏନଡିଏ ସରକାର ପକ୍ଷରୁ ଆଗତ ମହିଳା ସଂରକ୍ଷଣ ବିଲ କାଟକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଜାରି ରହିଥିବା ବେଳେ ଓଡ଼ଗାଁ ବ୍ଲକରେ ମଧ୍ୟ ଜିଲ୍ଲା ଭାଜପା ପକ୍ଷରୁ ଏକ ବିଶାଳ ଜନ…