୩ ଦିନ ଜଗା ଦର୍ଶନ ବନ୍ଦ; ପୁରୀକୁ ଜଗିଛନ୍ତି ୯ ପ୍ଲାଟୁନ ପୋଲିସ
ପୁରୀ/ଅନିମେଶ ପଟ୍ଟନାୟକ : ଆଜିଠାରୁ ୩ଦିନ ବନ୍ଦ ରହିବ ଜଗା ଦର୍ଶନ । ଭକ୍ତଙ୍କ ଗହଳିକୁ ଆଖିରେ ରଖି ଆସନ୍ତା ୨ ତାରିଖ ଯାଏଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରଖିଛି ପ୍ରଶାସନ। ଆସନ୍ତାକାଲି ନୂଆବର୍ଷ ଏବଂ ୨ ତାରିଖ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ୩ ତାରିଖ…