ସହରାଞ୍ଚଳ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରଖୁଛି ମିଶନ ଶକ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) - ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତ୍ତମାନ ରାଜ୍ୟରେ ମହିଳାଗୋଷ୍ଠୀ ଏବଂ ମହିଳା ନେତୃତ୍ୱାଧୀନ ସହରାଞ୍ଚଳ ବିକାଶ ମଡେଲକୁ ଆଗକୁ ବଢାଉଛି । ଏହି ମଡେଲ ୧୬,୦୦୦ ରୁ ଅଧିକ…