ସିମୁଳିଆ ରେ ପ୍ରଥମ ଓମିକ୍ରନ୍ ଚିହ୍ନଟକୁ ନେଇ ଲୋକେ ଆତଙ୍କିତ !

0

ସିମୁଳିଆ(ଅକ୍ଷୟ କୁମାର ଜେନା) :ଧିରେ ଧିରେ ଓମିକ୍ରନ କାୟା ବିସ୍ତାର କରୁଥିବା ବେଳେ ବିଦେଶ ଫେରନ୍ତାଙ୍କୁ କୌଣସି ପ୍ରତିବନ୍ଧକ ନାହିଁ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦାରେ ଜଣେ ୩୮ ବର୍ଷୀୟ ଯୁବକ ଓମାନରୁ ଫେରିବା ଏବଂ କରୋନା ପଜିଟିଭ୍ ବାହାରିବା ସହିତ ସ୍ବାସ୍ଥ୍ୟ ବିଭାଗ ଓମିକ୍ରନ ରିପୋର୍ଟ ଦେବା ପରେ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ଖେଳି ଯାଇଛି। ବହୁ ଅମାନିଆ ଜାଗାକୁ ଜାଗା ଭିଡ଼ କରୁଥିବା ବେଳେ। ମାସ୍କ ସାମାଜିକ ଦୂରତା ଏସବୁ ଭୁଲି ଗଲେଣି। ପ୍ରଶାସନ ଏଥି ପ୍ରତି କଠୋର ନହେଲେ ଆଗାମୀ ଦିନରେ ଓମିକ୍ରନ୍ ସଂକ୍ରମଣ ବ୍ୟାପକ ରୂପ ନେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

Leave A Reply

Your email address will not be published.