ସମୟର ମୂଲ୍ୟବୋଧ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବନରେ ସ୍ୱାସ୍ଥ୍ୟବାନ ରହିବାପାଇଁ ଖେଳିବା ସହିତ ଯୋଗାସନ ପ୍ରାଣାୟାମ ପାଇଁ ସମୟ ଦେବା ନିହାତି ଆବଶ୍ୟକ। ସେହିପରି ପଢିବା , ବିଚାର କରିବା , ହସଖୁସି ରହିବା ଏବଂ ପ୍ରାର୍ଥନା କରିବା ପାଇଁ ସମୟ ଦେବାର ଆବଶ୍ୟକତା ବିଷୟରେ ଆଭାସୀ ବାଳ ମୁକୁନ୍ଦ…