ଖୋର୍ଦ୍ଧା ପୋଲିସ ବିଭାଗ ର ଚୋରା ମାଙ୍କଡ଼ା ପଥର ଖଣି ଉପରେ ଅଚାନକ ଚଢ଼ାଉ
ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋରଧା ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡ଼ା ଖଣି ଖନନ ଉତଲନ କରୁଥିବା ସମୟରେ ଅଚାନକ ଚଢ଼ାଉ କରି ଆଠ ଗୋଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ଜବତ କରି ଡ୍ରାଇଭର ଙ୍କ ନାମରେ ମକଦ୍ଦମା ରୁଜୁ…