24 ଟନ ଗୋମାଂସ ଜବତ କଲେ ବିଏଚପି, ବଜରଙ୍ଗ କର୍ମୀ, ଦେଲେ ପୋଲିସ ଜିମା
ଖୋର୍ଦ୍ଧା/ରବି ନାରାୟଣ ସାହୁ-ଗୋମାଂସ ଚାଲାଣ ଦିନ କୁ ଦିନ ବଢିବାରେ ଲାଗିଛି। ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ 24ଟନ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ 16ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇଥିଲେ।…