ରାମକୃଷ୍ଣ ଆଶ୍ରମ ଠାରେ ସୌର ଶକ୍ତି ସମ୍ପନ୍ନ ୧୫୦ କିଲୋ ୱେଟ ଗ୍ରୀଡ଼କୁ ଉଦଘାଟନ କଲେ ଜିଲାପାଳ l

"ସୌର ଓ ଅକ୍ଷ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଲେ " ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ହାଟ ମୁନିଗୁଡା ଠାରେ ଅବସ୍ଥିତ ରାମକୃଷ୍ଣ ଆଶ୍ରମରେ ଆଜି ରାୟଗଡ ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସୌର ଶକ୍ତି ସମ୍ପନ୍ନ ୧୫୦ ୱlଟ ପାୱlର ଗ୍ରୀଡ଼କୁ ଉଦଘାଟନ କରିଛନ୍ତି…

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

https://youtu.be/dYpFcm50Qsk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା…

ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଜନ ଶୁଣାଣିକୁ ସଫଳ କରିବାପାଇଁ ନିଷ୍ପତ୍ତି ନେଲେ ଅଞ୍ଚଳବାସୀ

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ : ଆଗାମୀ ପାଞ୍ଚ ତାରିଖରେ ହେବାକୁ ଥିବା ଜନଶୁଣାଣୀ ସଫଳ କରିବା ପାଇଁ ଏକତ୍ରିତ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ର 3ଟି ପଞ୍ଚାୟତବାସୀ | ଫୁଲଯୁବା ଗାଁ ନିକଟ ପଡିଆ ଠାରେ ଆଜିର ଏହି ବୈଠକରେ ପୋଡ଼ାପାଡି, ବଂକାମ୍ବ ,ନାକଟି ଗୁଡା ପଞ୍ଚାୟତର…

ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ରାଜ୍ୟ ଯୁବକଲ୍ୟାଣ ପରିଷଦ ଦ୍ବାରା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଆଜି ଭୁବନେଶ୍ୱର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବକଲ୍ୟାଣ ଭବନରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ରାଜ୍ଯ ଯୁବ କଲ୍ୟାଣ…

ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ଭୀମଭୋଇଙ୍କ ଜୀବନୀ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଭୀମଭୋଇ ଛକରେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଢ଼ାଖୋଲ ଜନସାଧାରଣ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି , ଏକ ପଥପ୍ରାନ୍ତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକଙ୍କ ସଭାପତିତ୍ବରେ…

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ସଂକୀର୍ତ୍ତନରେ ରାମଧୂନ ପରିକ୍ରମା

ଭଦ୍ରକ(ସତ୍ୟ ଭୁଷଣ ସ୍ୱାମୀ) : ସରକାରୀ ନିର୍ଦ୍ଦେଶ ମତେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ଆଜି ଭଦ୍ରକ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରତ୍ୟୁଷରୁ ସୂଚନା ଓ…

ବିଧାୟକଙ୍କ ଦ୍ୱାରା ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଲୋକାର୍ପିତ

କୁଚିଣ୍ଡା ( ଶାନ୍ତନୁ ବେହେରା) : ବିଧାୟକ କୁଚିଣ୍ଡା ଶ୍ରୀ କିଶୋର ଚନ୍ଦ୍ର ନାଏକ ଏନଏସିର ବିଭିନ୍ନ ୱାର୍ଡରେ ତିଆରି ହୋଇଥିବା ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଗୁଡିକ ଶୁଭ ଉଦଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଉପ -ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଜୁ…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କୁଚିଣ୍ଡା ବିଧାୟକଙ୍କ ନେତୃତ୍ୱରେ ସେବା କାର୍ଯ୍ୟ ଓ ରୋଗୀଙ୍କୁ ଫଳ ବଣ୍ଟନ

କୁଚିଣ୍ଡା ( ଶାନ୍ତନୁ ବେହେରା) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ କୁଚିଣ୍ଡା ଡାକ୍ତର ଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା | ଏହାସହିତ କୁଚିଣ୍ଡା…

ଜାତିର ଜନକ ମହାତ୍ମାଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

‘ଗାନ୍ଧିଜୀ ଏବଂ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର ‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଭୁବନେଶ୍ୱର (ଶାସକ ପ୍ରଶାସକ ): ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ‘ଗାନ୍ଧିଜୀ ଏବଂ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର ଆଜି ଜୟଦେବ…