ବିଭିନ୍ନ ସମସ୍ୟା କୁ ନେଇ ପ୍ରଶାସନ କୁ ସାମ୍ବାଦିକ ସଙ୍ଘର କଡା ଚେତାବନୀ
ସାମ୍ବାଦିକ ସଙ୍ଘ ସପକ୍ଷରେ ନାଗରିକ କମିଟି ଓ ବଣିକ ସଙ୍ଘ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱରେ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡା କୁ ସଂଯୋଗ କରୁଥିବା ରାଜ୍ୟ ସରକାର ଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ…