ଦୁଇ ଦିନିଆ ରାୟଗଡା ଜିଲ୍ଲା ଗସ୍ତରେ ଅପରାଜିତା

ଗୁଣୁପୁରରୁ ସନ୍ତୋଷ କୁମାର ଚୌଧୁରୀ: ଗତ ଦୁଇ ଦିନ ଧରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚର ନିମନ୍ତ୍ରଣ କୁ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଗତକାଲି ରାୟଗଡା…

ଆଦିତ୍ୟ ବିର୍ଲା ରିଫାଇନେରି ପ୍ଲାଣ୍ଟ ପାଇଁ ଆଜି ଶୃଙ୍ଖଳାରେ ସରିଲା ଜନଶୁଣାଣୀ।

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ:ରାୟଗଡ ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଠାରେ ହେବାକୁ ଥିବା ହିଣ୍ଡାଲକୋ ରିଫାଇନାରି ୟୁନିଟ ପ୍ରତିଷ୍ଠା ନେଇ ପୋଡାପାଡି ଗ୍ରାମରେ ଥିବା ଉକôଳମଣି ଗୋପବନ୍ଧୁ ହାଇସ୍କୁଲ ପଡିଆରେ ଜନଶୁଣାଣୀ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ  ଅନୁଷ୍ଠିତ …

ଓଡିଶା ଗସ୍ତରେ ଥିବା ଅନୁସୁଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟି ବିଜେପି ଅନୁସୁଚିତ ମୋର୍ଚ୍ଚା ତରଫରୁ…

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ୨୨ବର୍ଷର ବିଜେଡି ସରକାର ରାକ୍ୟର ଅନୁସୂଚିତ ଜାତି (ଏସସି) ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି । ନ୍ୟାୟ ଏବଂ ଅଧିକାରରୁ ବଂଚିତ ଅନୁସୁଚିତ ବର୍ଗ ଲୋକମାନେ ଆଜି ମଧ୍ୟ ବହୁ ପଛରେ ରହିଯାଇଛନ୍ତି ।…

ସମ୍ ଡାକ୍ତରଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର ଶିବ ପ୍ରସାଦ ଦଳାଇଙ୍କୁ ‘ଗୁରୁ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି ।ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ୧୦୨ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ…

ଇଏସଡ଼ିଏ ପରିବେଶ ଉତ୍କର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନଭାଇରନମେଣ୍ଟ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ ଆସୋସିଏସନ୍ (ଇଏସଡ଼ିଏ ) ପକ୍ଷରୁ ଆୟୋଜିତ ଇଏସଡ଼ିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ରଫେସର…

ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀ ଆଜି ଶପଥ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ରାଜ ଭବନର ଅଭିଷେକ ହଲ ଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ…

ଗଳ୍ପ ସଂକଳନ “ସାଉଁଟା ସ୍ମୃତିର ସ୍ୱପ୍ନ ” ଲୋକାର୍ପିତ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସରକାରୀ ବାସଭବନରେ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଯୁବଲେଖିକା ସୁଶ୍ରୀ ସୁଚିତ୍ରା ବେହେରାଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ "ସାଉଁଟା ସ୍ମୃତିର…

ଭଦ୍ରକରେ ଉର୍ଦୁ ଏକାଡେମୀ ଦ୍ଵାରା ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ।

ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ :, ରାଜ୍ୟର ଦ୍ଵିତୀୟ ବୃହତ୍ତମ ଭଦ୍ରକ କଲେଜରେ ଆଜି ଓଡିଶା ଉର୍ଦୁ ଏକାଡେମୀ ତରଫରୁ ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଂପାଦକ ଡଃ ମୁସିର ଅଲମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର…

ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି : ଆଉ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

୧୨୨ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ପାଇଲେଣି ବାଧ୍ୟତାମୂଳକ ଅବସର ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ…

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱ ରେ ରହିବେ ସଵ୍ ଇନ୍ସପେକ୍ଟର ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ…