ଜିଗ୍ନିପୁର ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଲୋକପ୍ରିୟ ବିଜେଡି ଯୁବନେତା ଅଶୋକ ଓଝା ।
ନିଶ୍ଚିନ୍ତ କୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତର ସମିତିସଭ୍ୟ ଭାବେ ବିଜୁ ଜନତା ଦଳର ମଙ୍ଗ ଧରିଲେ ସମଗ୍ର ନିଶ୍ଚିନ୍ତକୋଇଲି…