ଦେଶୀ ମଦ ଭାଟି ଉପରେ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗୋଳାପୋଖରୀ ଗ୍ରାମ ନିକଟ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଉଥିବା ନେଇ ଅବକାରୀ ବିଭାଗ କିଛିଦିନ ତଳେ ଖବର ପାଇଥିବା ବେଳେ କିଛି ଅଧିକାରୀ ଦଳ ବଳ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ସଲାସୁତୁରା ହୋଇ ରଫା ଦଫା କରି ଛାଡ଼ି ଆସିଥିବା ବେଳେ…

ଆମମୁଣ୍ଡା ସାମୁହିକ ବୄକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ଆମ୍ବମୁଣ୍ଡା ଗ୍ରାମରେ ଏକ ବୃକ୍ଷରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନ ସାଧାରଣଙ୍କୁ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ କରିଥିଲେ |…

ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଓସ୍ୱାନ୍ ମାଧ୍ୟମରେ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ ଅନୁଷ୍ଠିତ ଭୁବନେଶ୍ୱର(ଶାସକ ପ୍ରଶାସକ):ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…

ଅଗ୍ରୱାଲ ସମାଜ ଦ୍ୱାରା ଅଗ୍ରସେନ ଜୟନ୍ତୀ ପାଳିତ

ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ଅଗ୍ରୱାଲ ସମାଜ ଦ୍ୱାରା ଭଗବାନ ଶ୍ରୀ ଅଗ୍ରସେନ ମହାରାଜ ଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୋବିଡ଼ କଟକଣା ଭିତରେ ପାଳନ କରାଯାଇଥିବା ଏହି ଉତ୍ସବ ଅନ୍ୟ ବର୍ଷ ତୁଳନାରେ ଅତି ସାଧାରଣ ରହିଥିଲା…

ରକ୍ତଦାନ ଶିବିର ମାଧ୍ୟମରେ କ୍ରମାଗତ ଭାବରେ ଜନସେବା ଜାରି ରଖିଛି ଓଡିଶା ମୋ ପରିବାର :- ଭୋଜରାଜ ସିଂ ବରିହା

ଅତାବିରା ରେ ମେଗା ରକ୍ତଦାନ ଶିବିର ,144 ୟୁନିଟ ରକ୍ତ ସଂଗ୍ରହ ରକ୍ତଦାନ କୁ ଯୁବସମାଜ , ସେବା ସହିତ କର୍ତ୍ତବ୍ୟ ବୋଲି ଭାବିବା ଉଚିତ :- ପ୍ରଦ୍ୟୁମ୍ନ ତ୍ରିପାଠୀ ବରଗଡ :- ରକ୍ତଦାନ ହେଉଛି ଜୀବନ ଦାନ । ଆବଶ୍ୟକତା ସମୟରେ ରୋଗୀଙ୍କୁ ଯେମିତି ରକ୍ତ ପାଇଁ ଅସୁବିଧା ଭୋଗିବାକୁ ନପଡ଼େ ସେଥିପାଇଁ…

କରୋନାରେ ଉଜୁଡି ଯାଇଛି ବେପାର : ଅଂଟା ସଳଖି ଠିଆ ହେବା ବେଳକୁ ଜିଏସଟି ଚଢ଼ାଉ ଛନକା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଥିବା ଲକ୍ଷ୍ମୀ ବଜାର, ବନ୍ଧ ଛକ, ଗାନ୍ଧୀ ଛକ, ବରଳିନୀ ମାର୍କେଟ ରେ ଥିବା ଦୋକାନ ଗୁଡ଼ିକ ଆଜି ମଧ୍ୟାହ୍ନ ରୁ ହଠାତ ବନ୍ଦ ହୋଇଯାଇ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ଦୋକାନ ଗୁଡିକୁ ତାଲା ବାନ୍ଧି ସତେଯେମିତି…

ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲାର ଏଗାର ବ୍ଲକ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଆରମ୍ଭ ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ ବିକାଶ କାମରେ ସମର୍ଥନ ପୁରୀ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ପୁରୀ/ ବ୍ରହ୍ମଗିରି…

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ରେଡିଓ କ୍ଲବ୍ ମିଟ୍ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବି୍ରଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି…

ଅଲ୍ ଓଡିଶା ମିଟର ରିଡର ଆସୋସିଏସନ୍ ପକ୍ଷରୁ ପଦ୍ମପୁରରେ ସାଧାରଣ ସଭା ଅନୁଷ୍ଠିତ ।

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହରସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡିଶା ମିଟର ରିଡର୍ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ତପନ କୁମାର ଅଗସ୍ତି ସାଧାରଣ ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରଗଡ ଜିଲ୍ଲା ରେ…