ମଣ୍ଡପରେ ମାଆ ଦଶଭୁଜା ବିରାଜମାନ : ହେଲେ ଉତ୍ସବ ମାହୋଲ ଫିକା ଫିକା
ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଂଚାୟତ ର କୋଲାଶିଂ ଖରମଙ୍ଗୀ ଗ୍ରାମ ଏବେ ଉତ୍ସବ ମୁଖର | ଏଠାରେ ଦୁଇଟି ପୂଜା କମିଟି ର ଦୁଇଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଜଗତ ଜନନୀ ଦଶଭୁଜା | ନିରାଡମ୍ବର ଭାବେ ହେଉଛି ମାଆଙ୍କ ପୂଜା | ପ୍ରାୟ ଦେଢ ଶହ ବର୍ଷର ଏହି ଅନୁଷ୍ଠାନ | ପ୍ରତ୍ୟେକ…