ସନ ସାଇନ ସ୍କୁଲର ଅଧ୍ୟକ୍ଷ ମମତା ମେହେରଙ୍କ ହତ୍ୟାକାଣ୍ଡ : ଭାଜପା ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଭାଜପା ଅନୁସୂଚିତ ମୌର୍ଚ୍ଚା ପକ୍ଷରୁ ସନ ସାଇନ ସ୍କୁଲର ଅଧ୍ୟକ୍ଷା ମମତା ମେହେର ଙ୍କ ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଡ଼ଃ କରିଛନ୍ତି। ଖଡ଼ିଆଳ ଥାନା ଚୋୖକ ଠାରେ  ଭାଜପା ଅନୁସୂଚିତ ମୌର୍ଚ୍ଚା ରାଜ୍ୟ ସଭାପତି ଡ଼ଃ. ବିଭୁ ପ୍ରଶାଦ…

ଲିକନ କମ୍ପାନୀ ପଛପଟ ବାମ ମୂଖ୍ୟ କେନାଲ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର:ପୋଲିସର ଛାନ ଭିନ

ନୂଆପଡ଼ାରୁ ଯଶୋବନ୍ତ କୁମାର/ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା 353 ନମ୍ଵର ଜାତୀୟ ରାଜପଥ ଲିକନ କମ୍ପାନୀ ପଛ ପଟ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ମୁଖ୍ୟ କେନାଲ କଡ଼ କୁ ଲାଗି ଏକ ମୃତ ଦେହ ଉଦ୍ଧାର କରାଯାଇଛି । ଖଡ଼ିଆଳ ପୋଲିସ ମୃତ ଦେହ ଖବର ପାଇଲା କ୍ଷଣି ଏସଡିପିଓ ସନ୍ତକ ଜେନା…

ଏଇ ତ ମଣିଷପଣିଆ : ପାଞ୍ଚ ବର୍ଷରେ ୧୧୩୮ ଟି ଶବ ବୋହିଲେଣି ଦୟା ବାରିକ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ସଂପ୍ରତି ଦୁନିଆରେ ମାନବିକତା ମରିମରି ଯାଉଥିବାରୁ ଅନେକ ସମୟରେ ଶବ ବୋହିବାକୁ ୪ କାନ୍ଧ ମିଳୁନାହିଁ। ଆଉ କିଛି ସମୟରେ ଆମ୍ୱୁଲାନ୍ସ ପହଞ୍ଚିନଥିବାରୁ କେହି କେହି ନିଜ କାନ୍ଧରେ, ଆଉ କେତକ ସମୟରେ ସାଇକେଲ, ଟ୍ରଲି ଇତ୍ୟାଦି ବୋହି ନେବାର ହୃଦୟ ବିଦାରକ…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ବଲାଙ୍ଗୀର/ନିରୋଜ ମିଶ୍ର: ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଓ ଏଆଇଡିଏସଓ ପକ୍ଷରୁ ଆଜି ବଲାଙ୍ଗୀର ଏସ୍‌ପି ଅଫିସ ଘେରାଉ କରାଯାଇଛି। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ…

ମମିତା ମୃତ୍ୟୁ ରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ!

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷା ମମିତା ମେହେର ଙ୍କୁ ଅତି ବିଭତ୍ସ ଭାବେ ହତ୍ୟାକରି ବିଦ୍ୟାଳୟ ଷ୍ଟାଡିୟମ ରେ ଗାତ କରି ପୋତିବା ଘଟଣା ରେ ଜଣେ ପ୍ରଭାବଶାଳୀ ତଥା ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁ ସମ୍ପୃକ୍ତ ଥିବାରୁ ସେ…

ଖୋର୍ଦ୍ଧାରେ ଧଳା ଜହର ବେପାରୀଙ୍କୁ ଧରିବା ପାଇଁ ପୋଲିସର ତତ୍ପରତା।

ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋର୍ଦ୍ଧା ସହର ରେ ଧଳା ଜହର ବେପାର ଦିନକୁ ଦିନ ବଢିବlରେ ଲାଗିଛି | ହେଲେ ଅବକାରୀ ବିଭାଗର ନିଷ୍କ୍ରିୟତା ପରିପ୍ରେକ୍ଷୀରେ ତାହାର କାର୍ଯ୍ୟଦକ୍ଷତା ଓ ବିଶ୍ଵସନୀୟତାକୁ ନେଇ ଲୋକଙ୍କମନରେ ସନ୍ଦେହ ଉପୁଜୁଛି | କିନ୍ତୁ ଅପାର ପକ୍ଷରେ ପୋଲିସ ବିଭାଗ ପକ୍ଷରୁ…

ଗଣକବିଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ସ୍ଵନାମଧନ୍ୟ ଗୀତିନାଟ୍ୟକାର ତଥା ଗଣ ଜୀବନର ଓ ଗଣ ମାନସରେ ଗଣ କବିଭାବେ ସୁପରିଚିତ ମାହାଙ୍ଗା ମାଟିର ବରପୁତ୍ର ବୈଷ୍ଣବ ପାଣିଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଏ ଉପଲକ୍ଷେ ଭୁବନେଶ୍ବର ସଙ୍ଗୀତ…

“ୟଙ୍ଗ ଇଣ୍ଡିଆ କେ ବୋଲ ” : ସୁନ୍ଦରଗଡ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅଣ୍ଟା ଭାଙ୍ଗିଥିବା ମୁଦ୍ରାସ୍ପିତି ,କରୋନା ପରିଚାଳନା ଗତ ,ବେରୋଜଗାରୀ ଓ ଗଣତନ୍ତ୍ର ର ହତ୍ୟା ଭଳି ପ୍ରସଙ୍ଗରେ ଯୁବକ ଯୁବତୀ ମାନଙ୍କ ଅଭିବ୍ୟକ୍ତି ର ପ୍ରବକ୍ତା ଚୟନ ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :- ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ତଥା ବିଭିନ୍ନ ଦୁର୍ନୀତିକୁ ନେଇ ଜିଲ୍ଲା…

ପ୍ରଶାସନିକ ନିରବତା ପାଇଁ ଆମରଣ ଅନଶନ ଚେତାବନୀ ।

କେର୍ମେଲାବାହାଲ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଘଟଣା । ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରାଯାଇଥିଲା । ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ନଦେଇ…

ବନ ବିଭାଗ ର ଚଢ଼ାଉ:କାଠ ମାଫିଆ ମାନଙ୍କ ମଧ୍ୟରେ ଭୟର ବାତାବରଣ

ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା କୁସୁମ ଗାଡିଆ ନିକଟରେ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ଗାଡ଼ି ସହିତ ଶାଗୁଆନ ପଟା ଜବତ କରିଥିଲେ ।ସୂଚନା ଅନୁଯାୟୀ କୁସୁମ ଗାଡିଆ ନିକଟରୁ ଶାଗୁଆନ ପଟା ଚାଲାଣ ହେଉଥିବା ବେଳେ…