ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା

ସରକାରଙ୍କ ବିକାଶ ଯୋଜନା ବିଷୟରେ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ବାଲେଶ୍ୱର -ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତକୁ ମାରାଥନ ଗସ୍ତ କରି ସରକାରଙ୍କ ବିକାଶ ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀଙ୍କୁ…

ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା

ଗୋଲକଙ୍କୁ ଯୁବ, ପୃଥ୍ୱୀରାଜଙ୍କୁ ଅନୁସୂଚିତ ଜାତି ଓ ଲେଖାଶ୍ରୀଙ୍କୁ ଓବିସି ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ…

ବିଜେପି ଆଣିଲା ଅଭିଯୋଗ : ଯୋଗାଣ ସହାୟକ କରୁଛନ୍ତି ନିର୍ବାଚନ ପ୍ରଚାର

ସୁନ୍ଦରଗଡ : ନିଜ ପଦବୀର ଅପବ୍ୟବହାର କରି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ ନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି ଓ ଏପରିକି ସେ ସଦର ବ୍ଲକ(କ)ଜୋନର ବିଜେଡି ପ୍ରାଥୀ ଅଶ୍ବିନୀ ନାୟକଙ୍କ ପାଇଁ ବିଭିନ୍ନ ସଭାରେ ଅତିଥି ଭାବେ ଯୋଗଦେବା ସହ ମଞ୍ଚରେ ପ୍ରାଥୀଙ୍କ ସହ ବସିବା ଠୁ…

ସାମ୍ବାଦିକ ରୋହିତ ବିଶ୍ଵାଳ ଓ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତା ରୋହିତ ବିଶ୍ଵାଳ ଓ ସଂଗୀତ ବିଦୁଷୀ ଓ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ନିକଟରେ…

ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ବୃହତ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ହୀରାକୁଦ /ଭୁବନେଶ୍ୱର: ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ହୀରାକୁଦ ସରକାରୀ ହାଇସ୍କୁଲଠାରେ ନିକଟରେ ଏକ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସମ୍ବଲପୁର କ୍ଲଷ୍ଟର ହେଡ୍‍ ଶ୍ରୀ କୈଳାସ ନାଥ ପାଣ୍ଡେ ଏବଂ ସମ୍ବଲପୁରର ପରିବାର ନିୟୋଜନ ଏଡିଏମ୍‍ଓ ଡା.ଭରତ ଦାଶ ମିଳିତ ଭାବରେ ଏହି…

ପୁରାତନ ଛାତ୍ର ସଂସଦ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ସ୍ମୁତି ସୌରଭ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ବୄଷକେତୁ ଦାଶଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସ୍ମୁତି ସୌରଭ…

ଦୀପ ତଳ ଏଠି ଅନ୍ଧାର : ପାଖରେ ଆଂଠେଇଛି ବିକାଶ, ଦୂର କଥା କିଆଁ ପଚାର

ଗୁମୁରା ମାଝୀସାହି କ୍ଳବ ଘରଠାରୁ ରେଲୱେ ଷ୍ଟେସନ ରାସ୍ତା ମରଣ ଯନ୍ତା ଚେଇଁ ଶୋଇଛି ବୋଧେ ପ୍ରଶାସନ, ଦି ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ସରୁନି କାମ। ସାମାନ୍ୟ ବର୍ଷା ହେଲେ ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି ଗୁମୁରା ଏକ ନମ୍ବର ଅଙ୍ଗନବାଡି ଛାତ୍ର ଛାତ୍ରୀ।…

ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଟିତ ହୋଇ ଯାଇଛି | ଏହି ଅବସର ରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର) ଙ୍କ ଘର ରୁ ପୂଜା ସାମଗ୍ରି ଭାର ଧରି ଗ୍ରାମବାସୀ…

ଡାଙ୍ଗବାହାଲ ମାଁ ଘସିଏନଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଦମକିପାଲି ଚାମ୍ପିୟାନ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ) - ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତର ଡାଙ୍ଗବାହାଲ ଗ୍ରାମରେ ମାଁ ଘସିଏନଦେବୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୫ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।‌ ଦମକିପାଲି ଓ ରେଙ୍ଗାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ…

ଏମିତି ତଦନ୍ତର ଗତି : ୭ବର୍ଷ ପରେ ବି ଦାଖଲ ହୋଇପାରିଲାନି ଷ୍ଟାଟସ ରିପୋର୍ଟ ଚାର୍ଜସିଟ

ସର୍ଗିପାଲିର ସ୍ନେହଲତା ଛତ୍ରୀଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ବି ଷ୍ଟାଟସ ରିପୋର୍ଟ ଚାର୍ଜସିଟ ଦାଖଲ ହୋଇନି\ ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟ ସହିତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ପୋକ୍ସୋ କୋର୍ଟ ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ ) - ରାଜ୍ୟର…