ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ, ବିଭିନ୍ନ ସରକାରୀ ସେବାର ଉପଲବ୍ଧି ନେବାକୁ ପରାମର୍ଶ।
ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ କୋର୍ଟ ବାର ଆସୋସିଏସନ କକ୍ଷରେ ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ କମିଟି ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମେ ମାସ ୧ ତାରିଖରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ ଓ…