ବୁଥର ଦୂରତା ୩ କିମି, ଆମେ ଭୋଟ ଦେଇଯିବୁ ନାହିଁ
କୋମନା/ଭାଗିରଥି ଭୋଇ :- ନୂଆପଡା ଜିଲା କୋମନା ଜନାଗଡପଡାବାସୀଙ୍କ ଭୋଟ ଦେବା ପାଇଁ ଯିବେ ୩ କିମି । ନିର୍ବାଚନ ବିଭାଗ ର ଏଭଲି ନିଷ୍ପତିକୁ ପଡାବାସୀ ବିରୋଧ କରିଛନ୍ତି । ତାଙ୍କର ବୁଥ ଏଥର ସିଙ୍ଗାରୀପଡା ହୋଇଛି ଯାହାକି ଜୁନାଗଡପଡାରୁ ୩ କିମି ଅଟେ । ପୂର୍ବରୁ ସେମାନେ ସ୍ଥାନିୟ ପ୍ରାଥମିକ…