ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଫୁଲୱାମା ସହିଦ ଯବାନ ଙ୍କ ସୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ଭଞ୍ଜନଗର/ନିଲୁ ବିଷୋୟୀ: ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ୨୦୧୯ ମସିହାରେ ଫୁଲୱାମା ଆତଙ୍କବାଦୀ ହମଲାରେ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଭଞ୍ଜନଗର ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ହୋଇଯାଇଛି।…