ଦିବଂଗତ ତିନି ସଂଗୀତ ପ୍ରତିଭାଧରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭଦ୍ରକ,(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲାର ଶ୍ରୀ ଜଗନ୍ନାଥ କଳାକାର ସଂଘ ତରଫରୁ ଭାରତ ରତ୍ନ ଲତା ମଙ୍ଗେସର , ଡିସ୍କୋ କିଙ୍ଗ ବାପି ଲାହିର ଓ ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଡା. ଦାମୋଦର ହୋତା ଙ୍କ ଉଦ୍ଦେଶ୍ୟରେ ନୁଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର…