ସମସ୍ତଙ୍କ ସହଯୋଗ ରହିଲେ ବରଗଡ଼ର ପଞ୍ଚାୟତ ଡିଗ୍ରୀ କଲେଜ ହେବ ରାଜ୍ୟର ଶିକ୍ଷା ହବ୍: ‘ମୋ କଲେଜ’ ଅଧ୍ୟକ୍ଷ

ବରଗଡ଼(ଶାସକ ପ୍ରଶାସକ) : ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଗୁରୁବାର ଦିନ ବରଗଡ଼ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ। ମୋ କଲେଜ ଅଭିଯାନ ଅଧୀନରେ ଯୋଡ଼ିହୋଇ ଏହି ଉଚ୍ଚ ଶିକ୍ଷାନୁଷ୍ଠାନର କିପରି ବ୍ୟାପକ ଉନ୍ନତି ହୋଇପାରିବ ସେ ବିଷୟରେ ଶ୍ରୀ ଦାସନାୟକ କଲେଜ…

ଭଦ୍ରକ ବିଜେଡି ରାଜନୀତିରେ ଭଦ୍ରକ ଯୁବ ବିଧାୟକ ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ରାଜନୀତିରେ ଆଉ ଭେଟେରାନ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ବରିଷ୍ଠ ନେତା ଅର୍ଜୁନ ସେଠୀ ଓ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ପରେ ଭଦ୍ରକ ରାଜନୀତିରେ ଏବେ ଶୂନ୍ୟସ୍ଥାନ ଦେଖା ଦେଇଛି । ଏମାନଙ୍କ ପଛରେ ଦୁଇ ମହାରଥୀ ଥିଲେ ଯୁଗଳ ବାବୁ ଓ ପ୍ରଫୁଲ…

ବଲାଙ୍ଗିରରେ ୬ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ : ଦିବ୍ୟଶଙ୍କର ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀ ପଦରରୁ ବହିଷ୍କାର ଦାବୀରେ ଆଜି ପ୍ରଦେଶ କଂଗ୍ରେସ କମିଟି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା…

କଂଗ୍ରେସ ପକ୍ଷରୁ ମମିତା ମେହେର ଙ୍କୁ ନ୍ୟାୟ ଦେବା ଦାବିରେ ଝାରବନ୍ଧ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବସ ଷ୍ଟାଣ୍ଡ ଛକ ଠାରେ କଂଗ୍ରେସ ପାର୍ଟି ପକ୍ଷରୁ ଆଜି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ମହାଲିଙ୍ଗ ସନଶାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ର ଏବଂ ବରଗଡ଼ ଜିଲ୍ଲା ତୋରା ଗ୍ରାମ ର…

ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ଭବାନୀପାଟଣା ଡିଭିଜନ ଗସ୍ତ

୫-ଟି ଆଧାରରେ ସ୍ୱଚ୍ଛତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ଭୁବନେଶ୍ୱର/ଭବାନୀପାଟଣା (ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର…

କଂଗ୍ରେସର ହରତାଳ ପାଳନ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟ ବ୍ୟାପି ଛ' ଘଣ୍ଟା ହରତାଳ କରୁଛି କଂଗ୍ରେସ।ପୂର୍ବରୁ ବନ୍ଦ ଡାକରା ଦେଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୫-ଖାରବେଳ ନଗର ଶାଖା ହରିପୁରରୋଡର କର୍ମକର୍ତ୍ତାଗଣ ନୂତନ ଯୋଗଦାନ କରିଥିବା ଜିଲ୍ଲାଶିକ୍ଷାଅଧିକାରୀ ମହୋଦୟାଙ୍କୁ ସ୍ବାଗତ ସମର୍ଦ୍ଧନା ଜଣାଇଥିଲେ ଓ ନୂଆପଡା ଜିଲ୍ଲାର ଶିକ୍ଷାର ବିକାଶ…

ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଆମେ ବଦ୍ଧପରିକର – ଧର୍ମେନ୍ଦ୍ର ପ୍ରଧାନ

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଡିପ୍ଲୋମାଟିକ୍ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ ନୂଆଦିଲ୍ଲୀ/ଭୁବନେଶ୍ୱର– ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଭାରତ ସରକାର ବଦ୍ଧପରିକର ବୋଲି ଶୁକ୍ରବାର…

କଂଗ୍ରେସର ହରତାଳକୁ ‘ଜୋକ୍‍’ ବୋଲି କହିଲା ବିଜେଡି

ହରତାଳ ବିଫଳତା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସତର୍କଘଣ୍ଟି, ମହିଳା ଅପରାଧ ପ୍ରସଙ୍ଗରେ ରାଜନୀତିକୁ ଲୋକଙ୍କ ପ୍ରତ୍ୟାଖାନ: ସସ୍ମିତ "ଓଡିଶା କଂଗ୍ରେସ ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ଏବଂ ପ୍ରତ୍ୟେକ ଗୋଷ୍ଠୀ ଓଡିଶା ବିଜେପି ଦ୍ୱାରା ଅଲଗା ଅଲଗା ଭାବେ ପ୍ରାୟୋଜିତ ହୋଇଥିବା ଜଣାପଡିଛି । ଏହା…