ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍ ଓ କୋଭିଡ ଆକ୍ସନ କୋଲାବ ଦ୍ଵାରା ରକ୍ତ ଦାନ ଭ୍ୟାନ ଏବଂ ସିଲେଇ ମେସିନ୍ ହସ୍ତାନ୍ତର…

ଯାଜପୁର/ ଭୁବନେଶ୍ୱର (ଶାସକ ପ୍ରଶାସକ): ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁଷଙ୍ଗିକ ସହିତ ଏକ…

ପାଇକମାଳ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ: ୨୯ ରେ ହେବ ଉଦଘାଟନ

ବରଗଡ : ଶିକ୍ଷାର ମାନ ବୃଦ୍ଧି ସହିତ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ସରକାର ଇତି ମଧ୍ୟରେ କିଛି ସ୍କୁଲ ର ୫-ଟି ଯୋଜନାରେ ରୂପାନ୍ତରିତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କ୍ରମରେ ପାଇକମାଲ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପର୍ଯୟରେ ପହଂଚି ଗଲାଣି । ଗୁରୁବାର…

ଐତିହ୍ୟର ଭୂମି ମାହାଙ୍ଗାରେ ସନ୍ଥ ପରମ୍ପରାକୁ ମହନ୍ତ ଜଗନ୍ନାଥ ପୁରୀ ରୁଦ୍ଧିମନ୍ତ କରିଥିଲେ : ପ୍ରତାପ

ମାହାଙ୍ଗାରେ ମହନ୍ତ ଜଗନ୍ନାଥପୁରୀ ଗୋସ୍ୱାମୀଙ୍କ ସମାଧି ପ୍ରତିଷ୍ଠା ଉତ୍ସବରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଯୋଗଦାନ ମାହାଙ୍ଗା-: (ସପ୍ତ ଜ୍ୟୋତି ରାଉଳ)-ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟୀ ଦୁଆବ ଅଂଚଳର କୋଠପଦା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମଠର ଅଷ୍ଟମ…

୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନ ଜୋରଦାର ହେବ : ବିଜେଡି

"ବିଜେପିର ରାଜ୍ୟ ନେତୃବୃନ୍ଦ ନେଉଛନ୍ତି ମିଛର ସାହାରା, ବାଢ଼ୁଛନ୍ତି ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି" ଭୁବନେଶ୍ୱର: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ଏହି ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି |…

ପ୍ରତିଭା ପ୍ରସ୍ଫୁଟିତ କରୁଛି ଜେଏସଡବ୍ଲ୍ୟୁ

ଆରମ୍ଭ ହେବ ‘ଖାଓ ଔର ଖେଲୋ’ ପ୍ରୋଗ୍ରାମ ଖେଳାଳି ପାଇବେ ବାର୍ଷିକ ଖେଳବୃତ୍ତି କେନ୍ଦୁଝର ହେବ ଫୁଟବଲ ହବ୍ ବଡ଼ବିଲ: ଓଡ଼ିଶାରୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ପ୍ରତିଭାଙ୍କୁ ଖୋଜି ସେମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟାସ ଜାରି ରଖିଛି ଜେଏସଡବ୍ଲ୍ୟୁ । କମ୍ପାନୀ…

ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ଗୋବିନ୍ଦପୁର ଆନୁକୂଲ୍ୟରେ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଙ୍କୁ ଶିକ୍ଷକତା ଅବସରକାଳୀନ ବିଦାୟ ସମ୍ୱର୍ଦ୍ଦନା…

ନୂଆପଡା ଜିଲ୍ଲାପାଳ କଲେ ଆବାସିକ ବିଦ୍ୟାଳୟ ପରିସ୍ଥିତି ଅନୁଧ୍ୟାନ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ରେ ଆଗାମୀ ଦିନରେ ସ୍କୁଲ ଖୋଲିବା ସହ ଉପଯୁକ୍ତ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ସ୍ବାଧାଦେଵ ସିଂ ସମୀକ୍ଷା କରିଛନ୍ତି | ଏହାସହ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ସମସ୍ତ ବ୍ୟବସ୍ଥାରେ ସୁଧାର…

ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକଙ୍କ ପରଲୋକ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କୋମନା ବ୍ଲକ ତେଲେନପାଲି ଗାଁର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମକରନ୍ଦ ପୁଞିଙ୍କ ଗତ ରାତିରେ ନୂଆପଡା ମେଡିକାଲରେ ପରଲୋକ ହୋଇ ଯାଇଛି । ସେ ଗତ ୩୦ ତାରିଖ ଦିନ ଅବସର ନେଇ ଥିଲେ । ସେ ନିଜ କାର୍ଯ୍ୟକାଳ ମଧ୍ୟରେ…

ସମସ୍ୟାରେ ଜର୍ଜରିତ ଗାଁ ହୁଏରି : ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟ ଜଳ , ନେଟୱାର୍କ ଭଳି ଅନେକ ମୌଳିକ ସମସ୍ୟା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଠାରୁ ମାତ୍ର ୬ କିମି ଦୂରରେ ପାହାଡ ଶିଖରରେ ହୁଏରି ଗାଁଁ । ଏହି ଗାଁକୁ ଚାଲି ଚାଲି ଯିବାକୁ ଭଲରାସ୍ତା ଖଣ୍ଡିଏ ନାହିଁ । ପାହାଡ ତଳେ ବାହ୍ୟ ମଳମୁକ୍ତ ଗାଁର ବୋର୍ଡ ଖଣ୍ଡିଏ ପୋତିଦେଇ ବାହାବାହା ନେଉଛି ପ୍ରଶାସନ ।…

ବହୁ ପ୍ରତୀକ୍ଷିତ ଚରଦାପାଲି ବ୍ରିଜ ପାଇଁ କୋଡିଏ କୋଟି ଚାଳିଶ ଲକ୍ଷ ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଶ୍ରୀ ବରିହା ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ଚରଦାପାଲି ଗ୍ରାମର ଗ୍ରାମ ଗୁଡିକ ଅଙ୍ଗ ନଦୀ ପାଇଁ ବର୍ଷା ଦିନରେ ବିଚ୍ଛିନ୍ନ ହୋଇ ପଡିଥାଏ । ବର୍ଷ ସାରା ନଦୀରେ ଜଳ ପ୍ରବାହ ହେଉଥିବା…