ଡା. ଅଗ୍ରୱାଲ୍‌ସ ପକ୍ଷରୁ ଚକ୍ଷୁ ହସ୍‌ପିଟାଲ୍ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ଚେକ୍ ଅପ୍ କାର୍ଯ୍ୟକ୍ରମ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ହସ୍‌ପିଟାଲ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ପଞ୍ଜୀକରଣ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ ୯୬୧୯୩୨୦୯୭୧ ଅଧ୍ୟୟନରୁ ଜଣାଯାଇଛି ଯେ ୫୦…

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ…

ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେ ନେଇ ଭର୍ଚୁଆଲରେ ଆଲୋଚନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି…

ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସି ଆର ପି ଏଫ କ୍ୟାମ୍ପ ଇ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱର ର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ…

ପ୍ରକୃତିବନ୍ଧୁ ତଥା ସଫଳ ଚାଷୀଙ୍କ ପରଲୋକ

ଗଣିଆ,(ନୟାଗଡ଼) -ଗଣିଆ ଥାନା ଏରୁଣ୍ଡିପଥର ଗ୍ରାମର ସଚ୍ଚିପଣ୍ଡାଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି । ଘରେ ଥିବା ଅବସ୍ଥାରେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଂଗେ ସଂଗେ ଗଣିଆ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ

ଅନୈତିକ ସମ୍ପର୍କ ଅଭିଯୋଗ ନେଇ ପ୍ରେମିକକୁ ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେବା ଭିଡିୟୋ ଭାଇରାଲ,୭ ଗିରଫ ନବରଙ୍ଗପୁର / ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ଗ୍ରାମବାସୀ କଙ୍ଗାରୁ କୋର୍ଟ…

ବାରହା ଭାବି ଯୁବତୀଙ୍କ ଉପରକୁ ଗୁଳି ଚଳାଇଲେ ଶିକାରୀ

ଆହତ ଯୁବତୀଙ୍କୁ ଅନ୍ୟ ମହିଳା ମାନଙ୍କ ଦ୍ୱାରା ଉଦ୍ଧାର ରାଉରକେଲା:(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଆଜି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଜଙ୍ଗଲରେ ବାରହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ।…

ବିଏମସି ମେୟର ପଦ ପାଇଁ ପାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀନୀ ମଧୁସ୍ମିତା

ଭୁବନେଶ୍ୱର--ଆଜି ଭୁବନେଶ୍ୱର ମହାନଗର ନିଗମ ର ମେୟର ପଦ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀନୀର୍ଥି ଶ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଉପଜିଲ୍ଲପାଳ ଙ୍କ ଠାରେ ପାର୍ଥିପତ୍ର ଦାଖଲ କରିଛନ୍ତି।ମେୟର ପାର୍ଥି ଶ୍ରୀମତୀ ଆଚାର୍ଯ୍ୟ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି…

ବିଏମସି ନିର୍ବାଚନ : ଆଜି ସୁଦ୍ଧା ମୋଟ 5 ଜଣ ମେୟର ଓ 130ଜଣଙ୍କ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ…

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ 90ଜଣ ପ୍ରାର୍ଥୀ ମନୋନୟନ ପତ୍ରଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା 40 ଜଣ…

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦଯାପିତ: ଖଇରପାଲି ଚମ୍ପିୟାନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରଚର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ବିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ ହରାଇ ଫାଇନାଲରେ ପ୍ରବେଶ…