କୁକୁର କାମୁଡ଼ାରେ ହରିଣ ଛୁଆ ଆହତ ।
ଖଇରା(ବୁଲୁ ଲେଙ୍କା )-ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଦୁଖଣ୍ଡଖଇରା ଗାଁରେ କୁକୁର କାମୁଡ଼ାରେ ଆହତ ହୋଇ ପୋଖରୀରେ ପଡ଼ିଥିବା ଏକ ହରିଣ ଛୁଆକୁ ସ୍ଥାନୀୟ ଲୋକେ ଏବଂ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଆଜି ଔପଦା ପାହାଡ଼ରୁ ଦୁଇଟି ହରିଣ ଛୁଆ ଖାଦ୍ୟ ଅନ୍ୱେଷଣରେ ଦୁଖଣ୍ଡଖଇରା…