ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନଙ୍କ ନବୀନ ନିବାସ ପଦଯାତ୍ରା ଡ଼ିସେମ୍ବର ୮ରେ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୧୦୦ରୁଅଧିକ ବିଦ୍ୟାଳୟରେ କାର୍ଯ୍ୟରତ ୧୦୦ରୁ ଅଧିକ ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନେ ଡ଼ିସେମ୍ବର ୮ରେ ରାଇରଙ୍ଗପୁର ବ୍ଲକର ପୋଖରୀଆଠାରୁ ଭୂବନେଶ୍ୱରସ୍ଥିତ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିବେ । ୨୦୦୭ ମସିହାଠାରୁ ମୟୂରଭଞ୍ଜ…

ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ସଂସଦର ସଭାପତି ଡ଼ଃ ବିଶ୍ୱଜିତ ରଥଙ୍କ ଅଧ୍ୟକ୍ଷତାରେ…

ଶଙ୍ଖାଭଙ୍ଗାଠାରେ ଅର୍ନ୍ତଜାତିକଭିନ୍ନକ୍ଷମ ଦିବସ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗାସ୍ଥିତ ଜାହିରା ମଣ୍ଡପଠାରେ ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଶଙ୍ଖାଭଙ୍ଗାର ପ୍ରଗତୀ ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନ ସାଧନାର ମିଳିତ ସହଯୋଗରେ ଏହି ପଂଚାୟତସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…

ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ସମ୍ଭାବ୍ୟ ବାତ୍ୟା ଏବଂ ଜୱାଦ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,…

“ପ୍ରଶାସନ ଓ ରାଜନେତା କଣା ନା ଦେଖି ସିହାଣା”

"ଦୟନୀୟ ଅବସ୍ଥାରେ ପଡ଼ିରହିଛି ରାସ୍ତା" ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ;ସରକାର କୋଟି କୋଟି ଟଙ୍କା ବିନିମୟ କରି ଜନସାଧାରଣ ଙ୍କ ଯାତାୟତ ସୁବିଧା ନିମନ୍ତେ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା ନିତୀ…

ବିପର୍ଯ୍ୟୟ ପରିଚାଳନାରେ ପାରଦର୍ଶିତା ହାସଲ କରିଛି ଓଡ଼ିଶା

ସକାଳର ପ୍ରଥମ ଜନ୍ମବାର୍ଷିକୀ ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପାରଦର୍ଶିତା ହାସଲ କରିଛି । ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଅନେକ ଭଲ କାର୍ଯ୍ୟ କରୁଛି, ଯାହା ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ସ୍ଥାନ ପାଉଛି । ଓଡ଼ିଶାରେ ସାମ୍ପ୍ରଦାୟିକ ସଦଭାବ ମଧ୍ୟ ଅନନ୍ୟ ବୋଲି…

ଶିଶୁମିତ୍ର ପଞ୍ଚାୟତ ଗଠନ ପାଇଁ ରମ୍ଭେଇ ଗ୍ରାମ ପଞ୍ଚାୟତରେ ଅଣୁଯୋଜନା ପ୍ରସ୍ତୁତି

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରମ୍ଭେଇ ଗ୍ରାମ ପଞ୍ଚାୟତରେ ଶିଶୁ ମିତ୍ର ପଞ୍ଚାୟତ ଗଠନ ପାଇଁ ଅଣୁଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରମ୍ଭେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଜାତା ପ୍ରଧାନଙ୍କ ସଭାପତିତ୍ଵରେ…

ଜରାଜୀର୍ଣ୍ଣ ଅବସ୍ଥାରେ ବୋଟାନିକାଲ ଗାର୍ଡେନ : କେବେ ଦୃଷ୍ଟି ପଡିବ କେଜାଣି !!!

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ବୋଟାନିକାଲ ଗାର୍ଡେନ ବହୁ ପୁରାତନ ଅଟେ I ଏହା ମଧ୍ୟରେ ବିଭିନ୍ନ ପ୍ରକାର ବହୁ ପୁରାତନ ଶାଳ, ପାଇନ, ନାଗେଶ୍ୱର, ବାଉଁଶ, ଝାଉଁ ଏବଂ ବିଭିନ୍ନ ଔଷଧୀୟ ଗଛ ଲାଗିଛି I ପ୍ରାୟ ୯୦ ଏକରରୁ ଉର୍ଧ୍ଵ…

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୁଦ୍ଧରେ ରାଜଭବନ ସମ୍ମୁଖରେ ବିଜେଡି ଛାତ୍ର ଓ ଯୁବ ସଂଗଠନର ଜୋରଦାର ପ୍ରତିବାଦ

 ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି  କେନ୍ଦ୍ର ବିରୁଦ୍ଧରେ ବିଜେଡି ଛାମୁଆ ସଂଗଠନର ପ୍ରତିବାଦ ଜାରି  ଡିସେମ୍ବର ୩ ରେ ରନ୍ଧନଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରିବ ମହିଳା ଜନତା ଦଳ  ଡିସେମ୍ବର ୪ରେ ବେକାରୀ ସମସ୍ୟା ନେଇ ହେବ ପ୍ରତିବାଦ ଭୁବନେଶ୍ୱର:…

ବେଆଇନ ଖଣି ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ତରଫରୁ ରାସ୍ତାରୋକ

ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ  ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା  ରଣପୁର ତହସିଲ ଅନ୍ତର୍ଗତ  ଲୋଧାଚୁଆ ରାଜସ୍ବ ନିରୀକ୍ଷକ ଅଧିନସ୍ଥ କୋଇଲମା ମୌଜା ରେ ଚାଲିଥିବା ବେଆଇନି କଳାମୁଗୁନି ପଥର ଖଣି ଉତ୍ତୋଳନ ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ…