୬୨୫ କୋଟି ଟଙ୍କା ବ୍ୟୟରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ

୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ହେବେ ଉପକୃତ ପାନୀୟ ଜଳ ଉପଲବ୍ଧତା, ଭୂତଳ ଜଳସ୍ତର ବୃଦ୍ଧି ଓ ଗ୍ରାମୀଣ ଜୀବିକାକୁ ମିଳିବ ସୁଦୃଢ଼ତା ଭୁବନେଶ୍ୱର, ୧୩ ନଭେମ୍ବର ୨୦୨୬: ରାଜ୍ୟର ଜଳ ସୁରକ୍ଷା ଓ ଜଳସମ୍ପଦର ସଂରକ୍ଷଣକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ…

ସାତକୋଶିଆ ନିକଟସ୍ଥ ‘ସୂର୍ଯ୍ୟବନ’ର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର:-ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛି ସୂର୍ଯ୍ୟବନ; ଏହି ଅବସରରେ ଅଞ୍ଚଳବାସୀ, ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଏକ ମଞ୍ଚରେ ଏକତ୍ରିତ ହୋଇ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର…

ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍…

ବିଭିନ୍ନ ବର୍ଗରେ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ ଭୁବନେଶ୍ୱର, ନଭେମ୍ବର ୧୨, ୨୦୨୬: ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିଏଚ୍‌ପିସି) ଏବଂ ରାଉରକେଲାସ୍ଥିତ…

ମାଛମରା ଗ୍ରାମରେ ରାଜପରିବାର ମାଁ ମାଣିକେଶ୍ଵରୀ ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଛମରା ଗ୍ରାମରେ ବାହୁବଳେଦ୍ର ରାଜପରିବାର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ଯାତ୍ରା , ରାଜା ବିରଞ୍ଚି ନାରାୟଣ ଦେଓଙ୍କ ତତ୍ତ୍ବାବଧାନରେ ପ୍ରତି ପାଞ୍ଚବର୍ଷକୁ ଥରେ ଅନୁଷ୍ଠିତ ଯାତ୍ରା ଦୀର୍ଘ ସାତଦିନ ଧରି ଚାଲିଥିବା ଏହି ଯାତ୍ରା ଆଜି ସମାପନ…

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ

ନିର୍ମାଣ କ୍ଷେତ୍ରରେ ସ୍ୱତନ୍ତ୍ର ସତର୍କତା ଆବଶ୍ୟକ: ଏନ୍‌ସିଏସ୍ ଅଧ୍ୟୟନ ଭୁବନେଶ୍ୱର, ନଭେମ୍ବର ୧୨: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଓଡ଼ିଶା ପାଇଁ ଏକ ନିୟମିତ ପ୍ରାକୃତିକ ବିପଦ ହୋଇଥିବା ବେଳେ ଭୂକମ୍ପର ପ୍ରଭାବରୁ ମଧ୍ୟ ରାଜ୍ୟ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ । ଓଡ଼ିଶା ମଧ୍ୟମ…

କେନ୍ଦୁଝରରେ “ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍”ର ଶୁଭାରମ୍ଭ, ମଧୁବାବୁ ପେନ୍‌ସନ୍…

କେନ୍ଦୁଝର, ୧୨/୧୧: ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ସମୟୋଚିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସାମାଜିକ ସୁରକ୍ଷା ଭତ୍ତା ପାଇଁ…

ଶିଶୁ ଶ୍ରମମୁକ୍ତ କେନ୍ଦୁଝର ଗଠନ ପାଇଁ ଆହ୍ୱାନ

ଶିଶୁଙ୍କୁ ଶ୍ରମ ନୁହେଁ, ଶିକ୍ଷା ଓ ସୁରକ୍ଷିତ ଶୈଶବ ପ୍ରଦାନ ଉପରେ ଗୁରୁତ୍ୱ କେନ୍ଦୁଝର, ୧୨/୧୧: ଶିଶୁ ଶ୍ରମ ପ୍ରଥାର ନିରାକରଣ, ଶିଶୁଙ୍କ ଅଧିକାରର ସୁରକ୍ଷା ଏବଂ ଶ୍ରମିକମାନଙ୍କ କଲ୍ୟାଣ ଓ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତକାଲି (ବୁଧବାର) କେନ୍ଦୁଝର ଜିଲ୍ଲାପାଳଙ୍କ…

କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

କେନ୍ଦୁଝର,୧୨/୧୧: କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଏହାର ନିରାକରଣ ଆଇନ, ୨୦୧୩ ସମ୍ପର୍କରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୧୧ ନଭେମ୍ବରରେ କେନ୍ଦୁଝର ସଦର ବ୍ଲକ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…

କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଯୁବୋତ୍ସବ’

ବଲାଙ୍ଗିର, ୧୨/୧୧: ଯୁବପ୍ରତିଭାର ବିକାଶ ଏବଂ ନେତୃତ୍ୱ ଦକ୍ଷତାର ବିକାଶ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଯୁବୋତ୍ସବ’ ଗୁରୁବାର ବଲାଙ୍ଗିର ସଂସ୍କୃତି ଭବନ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ‘ବିକଶିତ ଭାରତ…

ବଲାଙ୍ଗୀରରେ ହନୁମାନ ଘାଟ ପୂଜା କମିଟିର ନୂଆଖାଇ ଭେଟଘାଟ ୨୦୨୬

ବଲାଙ୍ଗୀର,୧୨/୧୧ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ବଲାଙ୍ଗୀର ହନୁମାନ ଘାଟ ପୂଜା କମିଟି ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୬ ନଟରାଜ ପ୍ୟାଲେସଠାରେ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ନାଚ, ଗୀତ ଓ ବାଦ୍ୟର ଆସର ସାଙ୍ଗକୁ ବିଭିନ୍ନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ…