“ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଏଫ୍ସିଆଇ”
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଲେ ବିଜେଡି ସଂସଦୀୟ ଦଳ
ନୂଆଦିଲ୍ଲୀ :ଉଷୁନା ଚାଉଳ ପ୍ରସଙ୍ଗ ନେଇ ବିଜୁ ଜନତା ଦଳର ରାଜ୍ୟସଭା ଓ ଲୋକସଭା ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ସାକ୍ଷାତ କରିଛନ୍ତି | ଏହା ସହିତ ଓଡ଼ିଶାରୁ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ…