ଆୟୁଷ୍ମାନ ଭାରତ ଯୋଜନା ପ୍ରଶିକ୍ଷଣ
ଗଣିଆ,(ତରୁଣ କୁମାର ଅମାୟନ୍ତ): ଆୟୁଷ୍ମାନ ଭାରତ ଯୋଜନାରେ ସ୍ବାସ୍ଥ୍ୟ ସମ୍ପର୍କିତ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଲିମ ଶିବିର…