ଦୁଇ ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଣ ମାଧ୍ୟମର ପ୍ରତିନିଧିଙ୍କଠୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଦୁଇଟି ଅନାଥ ଶିଶୁଙ୍କୁ ଥଇଥାନ କରିଛି । ଶିଶୁ ଦୁଇଜଣ ମୋହନା ପଞ୍ଚାୟତ ସମିତିର ଅଡ଼ବା ନିକଟସ୍ଥ ତଳ ବାଡ଼େଗୁଡ଼ା ଗ୍ରାମର। ଶିଶୁ ମାନଙ୍କର ପିତା ସ୍ବର୍ଗତ ପ୍ରେମଲାଲ ମଲ୍ଲିକ ଗତ…