ବେନିୟମ ବନାଯୋଡି ଟୋଲଗେଟ ଉଛେଦ ପାଇଁ କେନ୍ଦୁଝରବାସୀଙ୍କ ଦାବି।
କେନ୍ଦୁଝର : ପୂର୍ବରୁ ଥିବା ୨୧୫ ନମ୍ବର ପାଣିକୋଇଲି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜ ପଥ ତଥା କେନ୍ଦୁଝରବାସୀଙ୍କ ଜୀବନ ରେଖକୁ ପରବର୍ତ୍ତୀ ସମୟରେ ଅଧିକ ଟୋଲ ଆଦାୟ ଆଶାରେ ପାଣିକୋଇଲି ଠାରୁ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଓ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ନମ୍ବର ଜାତୀୟ ରାଜପଥରେ…