ବିଜେଡିର ନିବେଦିତା ବେହେରା ବାସୁଦେବପୁର ପୌରାଧ୍ୟକ୍ଷା

0

ବାସୁଦେବପୁର(ପ୍ରତାପ ପାଢ଼ୀ) ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ଓ ସମସ୍ତ ୱାର୍ଡ ମେମ୍ବର ପାଇଁ ହୋଇଥିବ ନିର୍ବାଚନର ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି, ସୂଚନା ଅନୁସାରେ ବିଜେଡିର ନିବେଦିତା ବେହେରା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।।
ବିଜୟୀ କାଉନ୍ସିଲର ମାନେ ହେଲେ
୧ – ବିଜେଡି – ସ୍ମୃତିସ୍ମିତା ଗିରି
୨ – ବିଜେଡି – ଶୁଭେନ୍ଦୁ କୁମାର ପୃଷ୍ଟି
୩ – ବିଜେପି – ଗୌରୀ ବେହେରା
୪ – ବିଜେପି – ଭାନୁମତୀ ମଲ୍ଲିକ
୫ – ବିଜେପି – ଜଗବନ୍ଧୁ ଦାସ
୬ – ବିଜେପି – ହେମନ୍ତ କୁମାର ନାୟକ
୭ -କଂଗ୍ରେସ – ସୁନିଲ କୁମାର ପାତ୍ର
୮ – କଂଗ୍ରେସ – ଆରତୀ ବିଶ୍ବାଳ
୯ – ବିଜେଡି – ଉତ୍ତମ କୁମାର ବାରିକ
୧୦ – ବିଜେଡି – ଶଙ୍କିରି ପ୍ରଧାନ
୧୧- ବିଜେଡି – କୁନ୍ତଳା ସେଠୀ
୧୨ – ବିଜେଡି – ଜୟନ୍ତୀ ସାହୁ
୧୩ – କଂଗ୍ରେସ – ସନ୍ତାଷ କୁମାର ସାହୁ
୧୪- ବିଜେଡି – ଚନ୍ଦନ କୁମାର ସେନ
୧୫ – ବିଜେଡି – ଅଞ୍ଜୁମ୍ ବିବି
୧୬- କଂଗ୍ରେସ – ଆସନା ବିବି
୧୭ – କଂଗ୍ରେସ -ଭକ୍ତ ରଞ୍ଜନ ପଟ୍ଟନାୟକ
୧୮ – କଂଗ୍ରେସ – କାର୍ତ୍ତିକ ଚନ୍ଦ୍ର ଖିଲାର
୧୯ – କଂଗ୍ରେସ – ରେବତୀ ସେଣ୍ଢ
୨୦ – ବିଜେଡି – ମାନସୀ ବେହେରା
୨୧ – କଂଗ୍ରେସ -ମଧୁସ୍ମିତା ସେଠୀ
୨୨- କଂଗ୍ରେସ – କବିତା ମହାନ୍ତି
୨୩ – ବିଜେଡି – ମଞ୍ଜୁଲତା ମହାଳିକ
ସେହିପରି ସମୁଦାୟ ୨୩ ଟି ୱାର୍ଡ ରୁ ବିଜେଡିର ୧୦ ଜଣ, କଂଗ୍ରେସର ୯ ଜଣ ଓ ବିଜେପିର ୪ ଜଣ କାଉନ୍ସିଲର ବିଜୟ ଲାଭ କରିଛନ୍ତି।

Leave A Reply

Your email address will not be published.