ମୁନିସିପାଲିଟି ରାସ୍ତା ଉପରକୁ ମାଡ଼ି ଆସି ଗୃହ ନିର୍ମାଣ ।
କେନ୍ଦୁଝରଗଡ଼ (ସିଦ୍ଧେଶ୍ୱର ସାହୁ): କେନ୍ଦୁଝର ସହର ମଧ୍ୟରେ ଜବରଦଖଲ ଏକ ସାଧାରଣ କଥା ହେଲାଣି । ନଗରପାଳିକାର ୱାର୍ଡ ନଂ ୬ ର ବିଭିନ୍ନ ସାହି ବସ୍ତି ରାସ୍ତା କଡେ ଏବେ ବାଲି ସିମେଣ୍ଟ ଗେଟି ପଥର ଜମା ହେଉ ଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି ଲୋକେ ପଡି ଆହତ ହେଉଛନ୍ତି । ଏଥି ସହ…