ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଜଗତସିଂହପୁର ସୁମନ୍ତ କୁମାର ଦାସ: ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପିଟି ଉଷା କ୍ଲବ ପକ୍ଷରୁ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଛେଳିଆଗଡ ଠାରେ ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନ୍ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ କ୍ରୀଡା ସଂଗଠକ…

ଦୁଇ ବାଇକ୍ ମୂହାମୁହି, ଗୁରୁତର ଅବସ୍ଥାରେ ଦୁଇ, ବର୍ତ୍ତିଲେ ମା ଓ ଶିଶୁ କନ୍ୟା।

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସୀଙ୍ଗାରି ପଞ୍ଚାୟତର ବଡ଼ବାମନଗୁଡ଼ା ଗାଁ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖ ବୁଲାଣି ଠାରେ ଦୁଇ ବାଇକ୍ ମୁହାମୁହି ହୋଇ ଦୁଇ ଜଣ ଗୁରୁତର ଥିବାବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୂଚନା ଅନୁସାରେ କଳାହାଣ୍ଡି…

ରଣପୁର ମେଡିକାଲ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରଣପୁର/ପ୍ରସନ୍ନ ସାମନ୍ତରାୟ:  ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ମଧ୍ୟାହ୍ନ 12 ଘଂଟିକା ସମୟରେ ଚାରି ଜଣ  ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଉନ୍ମୋଚିତ ପ୍ରତିମୂର୍ତ୍ତି ଗୁଡିକ ମଧ୍ୟରେ ରହିଛି   ରଣପୁର ରାଜ ମାତା ତଥା ଓଡିଶାର…

ମୟୂରଭଞ୍ଜ ସ୍ୱର୍ଗତଃ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଜନ୍ମ ଜୟନ୍ତୀକୁ ଛୁଟି ଦିବସ ଘୋଷଣା ପାଇଁ ଦାବିପତ୍ର

ବାରିପଦା(ଦିଲ୍ଲୀପ ମହାନ୍ତି ): ପହିଲି ମକର ଶୁଭ ଅବସରରେ ଓଡିଆ ଜାଗରଣ ମଂଚ ମୟୂରଭଞ୍ଜ, ବାରିପଦା ଆନୁକୁଲ୍ୟରେ ମାନ୍ୟବର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି କି ପ୍ରାତଃ ସ୍ମରଣୀୟ ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଜନ୍ମ ଜୟନ୍ତୀକୁ…

ସବୁଜ ସୁନ୍ଦର ବାରିପଦା ଓ ବିଜୁ ଜନତା ଦଳ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ନୂତନ ବସ୍ତ୍ର ବଣ୍ଟନ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୧୪ ପବିତ୍ର ମକର ସଂକ୍ରାନ୍ତିକୁ ମୟୂରଭଞ୍ଜ ଜିଲ୍ଲାରେ ଏକ ଗଣପର୍ବ ଭାବେ ପାଳନ କରାଯାଇଆସୁଥିବା ବେଳେ ପ୍ରାୟତଃ ଅଧିକାଂଶ ଜନସାଧାରଣ ନୂତନ ବସ୍ତ୍ର ପରିଧାନର ପ୍ରଚଳିତ ପରମ୍ପରା ରହିଆସିଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସବୁଜ…

ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୭ ୟନିଟ୍ ସଂଗୃହୀତ

ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଯାହାନପୁର ପଞ୍ଚାୟତ ର ମା ବୁଢୀ ତରଡେଇ ଠାକୁରାଣୀ ପୀଠରେ ଯାହାନପୁର ବିଜୁ ଜନତା ଦଳର କର୍ମୀ ମାନଙ୍କ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l…

ଗୋପାଳପୁର(ଶଙ୍ଖେଶ୍ୱର)ପଞ୍ଚାୟତରେ ପ୍ରାର୍ଥୀ ଚୟନ

ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ- ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଓ ପାର୍ଥି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତଲ ବିଧାୟକ ବିଜୟ ଶଙ୍କର ଦାସ କିଛିଦିନ ପୂର୍ବରୁ ପ୍ରତେକ…

ପକ୍ଷାଘାତ ଆକ୍ରାନ୍ତ ଦିଲ୍ଲୀପଙ୍କୁ ସାହାଯ୍ୟ କଲେ ଖୋରଧାର ଦୁଇ ଯୁବ ସମାଜସେବୀ

ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାର ବାଲିକୁଦା ବ୍ଲକ ଅଢ଼ଙ୍ଗi, ଗ୍ରାମରେ ଅସହାୟ ନେତ୍ରାନନ୍ଦ ସେଠି ଙ୍କ ପକ୍ଷଘାତ ପୁଅ ଦିଲ୍ଲୀପ ସେଠି କୁ ସାହାଯ୍ୟ କଲେ ଖୋରଧା ର ଯୁବ ସମାଜସେବୀ ଅକ୍ଷୟ ଦାସ ,ନେତ୍ରାନନ୍ଦ ସେଠି ଙ୍କ ପକ୍ଷଘାତ ପୁଅ ଦିଲ୍ଲୀପ ସେଠି ବହୁ ଦିନ ଧରି…

କୋଭିଡ ସତର୍କତା।। ରାଉରକେଲା ସିଭିଲ କୋର୍ଟ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ।

ରାଉରକେଲା, (ବସନ୍ତ ଜେନା): ରାଉରକେଲା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ ଅଦାଲତ ପରିସରରୁ ଏକାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେହି ଅଞ୍ଚଳକୁ ଆଜିଠାରୁ ତିନି ଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା…

ଯୁବତୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରାଞ୍ଚଳ ପୋଲିସ ଫାଣ୍ଡି-୨ ତଥା ନୂଆ ବସଷ୍ଟାଣ୍ଡ ଠାରୁ ମାତ୍ର ୧୦୦ ମିଟର ଦୂରରେ ଯୁବତୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।