ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧/୩) :- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ବିଜ୍ଞାନ ଦିବସର ଉଦେଶ୍ୟ କଥନ କହିଥିଲେ । ବିଦ୍ୟା ମନ୍ଦିର ପ୍ରମୁଖ…

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରରେ ବିକଶିତ ଭାରତ ଯୁବ ସଂସଦ–୨୦୨୬ ଉତ୍ସାହର ସହ ପାଳିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୦୧-୦୩-୨୦୨୬: ମାଲକାନଗିରି ଜିଲ୍ଲା ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ–୨୦୨୬” ଅତ୍ୟନ୍ତ ଉତ୍ସାହ ଓ ଉତ୍କର୍ଷ ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ଯୁବ ବ୍ୟାପାର…

ମହାତ୍ମଗାନ୍ଧୀ ଇଣ୍ଟର ମେସନାଲ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା, 118 ଟି ମଡେଲ ପ୍ରଦର୍ଶିତ।

 ବିଜ୍ଞାନ ମେଳା (Science Exhibition) ହେଉଛି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ବୈଜ୍ଞାନିକ ମନୋଭାବକୁ ପ୍ରଦର୍ଶନ କରିବାର ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ। (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ…

କେନ୍ଦୁଝର ଗସ୍ତରେ ରାଜସ୍ୱ ମନ୍ତ୍ରୀ: ଜମି ଅଧିଗ୍ରହଣ ଓ ରାଜସ୍ୱ ମାମଲାର ସମୀକ୍ଷା।

କେନ୍ଦୁଝର,ତା୧/୩- ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମନ୍ତ୍ରୀ ଆଜି ସକାଳେ ସମ୍ବଲପୁରରୁ ବାହାରି ଘଟଗାଁରେ…

ଓରମାସ ପକ୍ଷରୁ ‘ରଙ୍ଗୋତ୍ସବ-୨୦୨୬’ ଆରମ୍ଭ

•ସୁରକ୍ଷିତ ହୋଲି, ନାରୀ ସଶକ୍ତିକରଣ ଓ ସ୍ଥାୟୀ ବଜାର ସୃଷ୍ଟି ପାଇଁ ଅଭିନବ ପ୍ରୟାସ * ପ୍ରାକୃତିକ ରଙ୍ଗ ବ୍ୟବହାର କରି ଆମେ ସୁରକ୍ଷିତ ଓ ସାର୍ଥକ ହୋଲି ପାଳନ କରିପାରିବା: ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ * ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଆଧୁନିକ ବଜାର ସହ ଯୋଡ଼ିବା ଆମର…

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା :- ଡିଜିପି

ଭୁବନେଶ୍ୱର: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆଜି ଐତିହାସିକ ସଫଳତା ମିଳିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ , ଆଜି ଛତିଶଗଡ଼ର…

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

ବୈରୀ: ଆଜି ଅପରାହ୍ନରେ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ ଠାରେ ଗତ ତା ୨୬.୦୨.୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ମୁଖ୍ୟ ଅତିଥି…

ଅପରେସନ ସାଇବର କବଚ:୨୨୪୫୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ,୨୮୧ ଜଣ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ…

ତାଳପଦରରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୨ ମହିଳା ସମେତ ୪୫ ୟୁନିଟ୍ ସଂଗ୍ରହ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମର ଖଗେଶ୍ୱର ମଣ୍ଡପ ପରିସରରେ ଉତ୍ତାଳଗଡ଼ ନାଟ୍ୟସାଂସଦ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗତ ଦଶ ବର୍ଷ ଧରି ସାମାଜିକ କ୍ଷେତ୍ରରେ ସକ୍ରିୟ ଭୂମିକା ନେଇଆସୁଥିବା…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ

କେନ୍ଦୁଝର,ତା୧/୩- କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା୦୧.୦୩.୨୦୨୬ ରିଖ ଦିନ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକଙ୍କ କରକମଳରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଯାଇଛି । ପାଟଣା ବିଧାୟକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ…