ଉତ୍କଳ ଆଲୁମିନା ମଜଦୂର (ଠିକା) ସଂଘ ର ନୂତନ କର୍ମକର୍ତ୍ତା ଚୟନ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକ ସ୍ଥିତ ମକାପଦର ଗ୍ରାମ ନିକଟରେ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୂର ସଂଘ (ଠିକା) ପକ୍ଷରୁ କୋଭିଡ୍ ର ସମସ୍ତ ନିୟମକୁ ପାଳନ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମକାପଦର ଗ୍ରାମ ଠାରେ ଉତ୍କଳ…

ପଞ୍ଚାୟତିରାଜ ନିର୍ବାଚନରେ ଇଂଜିନିୟର : ଜିଲା ପରିଷଦ ପ୍ରାର୍ଥୀନୀ ହେଲେ ଇଂ ଶୁଭସ୍ମିତା

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା 1 ନମ୍ବର ଜୋନର ଜିଲ୍ଲା ପରିଷଦର ପ୍ରାର୍ଥୀରୂପେ କଂଗ୍ରେସ ଦଳ ତରଫରୁ ଜଣେ ବି ଟେକ ଛାତ୍ରୀ ତଥା ଉଚ୍ଚ ଶିକ୍ଷିତ ଝିଅ ଶୁଭସ୍ମିତା ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣା ପଡି ଅଛି । ଛାତ୍ରୀ ଜଣକ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମର…

ଜାଣିଶୁଣି ବିବାଦ ସୃଷ୍ଟି କରୁଛି ସ୍ଥାନୀୟ ପ୍ରଶାସନ, ଲୋକେ କ୍ଷୁବ୍ଧ

ଜଗତସିଂହପୁର:ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାର, ରଘୁନାଥପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଅଢ଼େଇକୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୬ଲକ୍ଷ ୭୮,୦୦୦ ଟଙ୍କା ବ୍ୟୟ ବରାଦରେ ତତ୍କାଳୀନ ସମୟର…

ସରପଞ୍ଚ ପ୍ରାର୍ଥୀନୀ ଭାବେ ରଶ୍ମିତା ଜେନାଙ୍କ ନାମାଙ୍କନ ପତ୍ର ଦାଖଲ

ଖଇରା/ ଅକ୍ଷୟ ଜେନା - ଆଜି ତୃତୀୟ ଦିନରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ଅନ୍ତରା ପଞ୍ଚାୟତରେ ରଶ୍ମିତା ଜେନା ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ତରା ପଞ୍ଚାୟତ ସିମୁଳିଆ ନିର୍ବାଚନ…

ପଞ୍ଚାୟତ ନିର୍ବାଚନ: ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ

ଜଗତସିଂହପୁର:/ସୁମନ୍ତ କୁମାର ଦାସ- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜି ଜଗତସିଂହପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ନମ୍ୱର ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ତଥା ତିର୍ତ୍ତୋଲ ବ୍ଳକ ବିଜୁ ଜନତା ଦଳର ସଭାପତି…

କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ଦାଖଲ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ 11 ଟି ୱାର୍ଡ କୁ ନେଇ ଗଠିତ । ଏଠାରେ…

ଆମ୍ବଭନାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ନୀଳକୁମାରୀ

ବରଗଡ ଜିଲ୍ଲାରେ ତୃତୀୟ ଦିନର ନାମାଙ୍କନ ବରଗଡ :- ଆଜି ବରଗଡ ଜିଲ୍ଲା ର ବିଭିନ୍ନ ବ୍ଳକ ଅଞ୍ଚଳ ରେ ସମୁଦାୟ ୧୧୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି ଲ ଅତାବିରା ବ୍ଳକ ରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୨୮ ଜଣ,ସରପଞ୍ଚ ପଦବୀ ପାଇଁ ୨୦ ଜଣ, ସମିତି ସଭ୍ୟ ପାଇଁ…

ବିଜେପିରେ ସାମିଲ ହେଲେ ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା

ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି କନକଲତା ବେହେରା ବିଜେଡି ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ…

ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ।

ସିମୁଳିଆ (ଅକ୍ଷୟ କୁମାର ଜେନା)- ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ପଞ୍ଚାୟତ ୧୪ ଟି ୱାର୍ଡ କୁ ନେଇ ଗଠିତ। ଏଠାରେ…