୧୬ ଜଣ ହିତାଧିକାରୀ ଙ୍କୁ ଅର୍ଥ ରାଶି ପ୍ରଦାନ କଲେ ସରପଞ୍ଚ ଗାୟତ୍ରୀ ବେହେରା
ନୂଆଗାଁ/(ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ନୂଆଗାଁ ବ୍ଲକ୍ ରେ ଚର୍ଚ୍ଚାରେ।କଥାରେ ଅଛି କର୍ମ ଅନୁସାରେ ଫଳ।ବୋଧହୁଏ ଲୋକ ମାନଙ୍କ ସେବା ପାଇଁ ପଞ୍ଚାୟତ ନିର୍ବାଚନ ରେ ୧୫ ଶହ ରୁ…