ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର- ମୟୂରଭଞ୍ଜ ଜିଲ୍ଲାର ଜସିପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷିୟ କ୍ଷିତୀଶ ନାଏକ ବେଙ୍ଗାଲୁରୁ ରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ…