ପିଏଚଡ଼ି ପାଇଲେ ଗୁଦେରପାଲିର ଝିଅ ଅଧ୍ୟାପିକା ନୀଳମ୍ ଦେବତା
ଗାଇସିଲାଟ :ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁ ର ବ୍ୟାଙ୍କ କର୍ମଚାରୀ ସ୍ବର୍ଗତ ହରିହର ଦେବତା ତଥା ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ଙ୍କ ଝିଆରୀ ନୀଳମ୍ ଦେବତା ।ବରପାଲି ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀମତୀ ଦେବତା ଗବେଷଣା ସଂପୂର୍ଣ୍ଣ…