ବଡ଼କୋଦଣ୍ଡା ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳନ

ଭଞ୍ଜନଗର / ନିଲୁ ବିଷୋୟୀ : ବିଶ୍ବ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ପିଲାଟିଏକୁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବି.ଇ.ଓ ଏସ.ଧନଞ୍ଜୟ, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ…

୫-ଟି ପରେ ଏବେ ୬-ଟି

ନୂଆ ମନ୍ତ୍ରୀଙ୍କୁ ନବୀନଙ୍କ ୬-ଟି ମନ୍ତ୍ର ଭୁବନେଶ୍ବର: ଆଗରୁ ୩-ଟି ଥିଲା | ତାପରେ ୫-ଟି ହେଲା | ଏବେ ଓଡିଶା ଶାସନରେ ମନ୍ତ୍ରୀଙ୍କ ପାଇଁ ଯୋଡି ହୋଇଛି ଆଉ ଗୋଟିଏ ଟି | ଅରରଥଟି ୫-ଟି ବଦଳରେ ୬-ଟି |ଆଜି ମନ୍ତ୍ରୀମଣ୍ଡଳ ପୁନର୍ଗଠନ ପରେ ନବନିଯୁକ୍ତ ମନ୍ତ୍ରୀମାନେ ନବୀନ ନିବାସରେ…

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା , ଚାରା ରୋପଣ ଆୟୋଜିତ ବାଲେଶ୍ୱର, : ଚଳିତ ବର୍ଷ ପାଇଁ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା ବିଷୟବସ୍ତୁ “କେବଳ ଗୋଟିଏ ପୃଥିବୀ’ ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍‌ରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପର ଆଖପାଖ…

ଯନ୍ତ୍ରଣା ମାପିବ ଯନ୍ତ୍ର : କିମ୍‌ସ ଡାକ୍ତରଙ୍କ ଦ୍ୱାରା ନିଆରା ଯନ୍ତ୍ରଣାମାପକ ପଦ୍ଧତି ପ୍ରସ୍ତୁତ

ଭୁବନେଶ୍ୱର : ସାଧାରଣତଃ ଶରୀର ତାପମାତ୍ରାକୁ ଥର୍ମୋମିଟରରେ ମପା ଯାଇଥାଏ। ସେହିପରି ପରୀକ୍ଷା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ ମାତ୍ରା କିମ୍ବା ଅନ୍ୟାନ୍ୟ ବିକାରଗତ ପରିମାପ ପରୀକ୍ଷାଗାରରେ ହୋଇପାରିଥାଏ। କିନ୍ତୁ ଶରୀରରେ ଅନୁଭୂତ ହେଉଥିବା ଯନ୍ତ୍ରଣାକୁ ସଠିକ୍ ଆକଳନ କରିବା ଅସମ୍ଭବ। ଏଭଳି…

ଦୁତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଉରକେଲା/ସୁନ୍ଦରଗଡ,(ବସନ୍ତ କୁମାର ଜେନା); ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ…

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶ ସଚେତନତା ହୋର୍ଡିଙ୍ଗ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଣ୍ଟର ଅଫ ଏନ୍ନଭାରୋନମେଣ୍ଟ ଷ୍ଟାଡିସ , ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟର ସହାୟତାରେ ପରିବେଶ ସମ୍ପର୍କିତ ସଚେତନତା ହୋର୍ଡିଙ୍ଗ…

ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କାକଟପୁର /ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନ ର ମିଳିତ ଆନୁକୂଲ୍ୟରେ ଅବିଭକ୍ତ ପୁରୀଜିଲ୍ଲାର ସିଜୁପୁଟ୍ ଗ୍ରାମ ରେ ଏକ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା…

ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ପାଳିତ

ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ: : ବିଶ୍ବ ପରିବେଶ ଦିବସ ଅବସରରେ ଖୋର୍ଦ୍ଧା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଶୀର୍ଷକ ଆଲୋଚନାଚକ୍ର ଏବଂ…

ଶପଥ ନେଲେ ଟିମ ନବୀନ : ୧୩ କ୍ୟାବିନେଟ , ୮ ରାଷ୍ଟ୍ର ସ୍ୱାଧୀନ

କ୍ୟାବିନେଟରେ ୩ ଓ ରାଷ୍ଟ୍ର ପାହ୍ୟାରେ ୨ ମହିଳା ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ମନ୍ତ୍ରୀପଦ ଭୁବନେଶ୍ୱର : ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀ ମଣ୍ଡଳ | ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ର…

ସିଦ୍ଧଳ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ବିଜେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ…