ମାଓ ବାଦୀ ନାମରେ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତ ଗିରଫ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ଆଜି ମାଓ ବାଦୀ ନାମରେ ଧମକ ଚମକ ଦେଇ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ମୋବାଇଲଜବତ କରିଛି ।ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କା ରେ ଅଭିଯୁକ୍ତ ନାମ…