ଆଗଲପୁର ବ୍ଲକ୍ ୧ନମ୍ବର ଜୋନ୍ ରେ ବିଜେଡ଼ିର ଦେବକୀ ସାହୁ ବିଜୟୀ

ଆଗଲପୁର(ଗୁରୁଶଙ୍କର ପାଇକ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ୧ନମ୍ବର ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ଦେବକୀ ସାହୁ ବିପୁଳ ଭୋଟ ରେ ବିଜୟୀ ହୋଇ ଛନ୍ତି | ସେ ସର୍ବ ମୋଟ 13847ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ…

ବାସୁଦେବପୁରରେ ଭୋଟ ଗଣତି : ୧୭ ନମ୍ବର ଜିଲ୍ଲା ପରିଷଦ ଜୋନକୁ ହାତେଇ ନେଲା ବିଜେଡ଼ି ।

ବାସୁଦେବପୁର: ପ୍ରତାପ ପାଢ଼ୀ: ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ର ଦ୍ଵିତୀୟ ଦିନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୧୮ ଓ ୧୯ ପାଇଁ ଭୋଟ ଗଣତି ଆରମ୍ଭ ହୋଇ ଥିବା ବେଳେ…

କେନ୍ଦୁଝରରେ ଖଣି ଜନିତ କ୍ଷୟକ୍ଷତି ଓ ପରିବେଶ ପ୍ରଦୂଷଣ ଉପରେ ଆଲୋଚନା ଚକ୍ର ।

କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) :   ଆଜି ସ୍ଥାନୀୟ ସହିଦ ଭବନଠାରେ କେନ୍ଦୁଝର ନାଗରିକ ସମାଜ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ହୋଇ ଯାଇଛି। ଏଥିରେ ସଚେତନ ନାଗରିକ ମାନେ ଯୋଗ ଦେଇ କେନ୍ଦୁଝର ଜିଲ୍ଲାରେ ଖଣି ଖନନ ଜନିତ କ୍ଷୟକ୍ଷତି ଓ ପରିବେଶ ଉପରେ ଏହାର ପ୍ରଭାବ ନେଇ ଆଲୋଚନା…

ମୁଖ୍ୟ ବିରୋଧୀ ଦଳର ପ୍ରଦର୍ଶନ ତଳକୁ ତଳକୁ !!

 ଦିଲୀପ କୁମାର ସାହୁ        ଗଣତନ୍ତ୍ରରେ ବିରୋଧୀଦଳର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶାସକ ଦଳକୁ ଗଠନମୂଳକ ସମାଲୋଚନା କରି ଠିକଣା ବାଟକୁ ଆଣିଥାଏ ବିରୋଧୀ ।ଆମ ରାଜ୍ୟରେ ସେମିତି ଦେଖିଲେ ବିରୋଧୀ ଦଳର ସଫଳତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନର ପ୍ରାରମ୍ଭିକ…

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ୧୪୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦ, ଭୁବନେଶ୍ୱର ତରଫରୁ ଶ୍ରଦ୍ଧାସୁମନ ଅର୍ପଣ ।

ବିଷୋୟୀ -ଏ ଜୋନର ଭୋଟ ପୁନଃ ଗଣତି ଦାବି କଲା ବିଜେଡି

ଗୁରୁତର ଅନିୟମିତତା ତଥା ମଲା ଲୋକଙ୍କ ନାମରେ ଭୋଟ ପଡିଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ନିକଟରେ ବିଷୋୟୀ -ଏ ଜୋନର ଭୋଟ ପୁନଃ ଗଣତି ଦାବି କଲା ବିଜେଡି 

ବିଜେଡି ମାଡୁଛି ସାଇଁ ସାଇଁ, ବିଜେପି-କଂଗ୍ରେସ ଧଇଁସଇଁ

ପଂଚାୟତ ପ୍ରିମିୟର ଲିଗ : ଟିମ ନବୀନର ଧୁଆଁଧାର ବ୍ୟାଟିଂ ଜାରି, ନିସ୍ତେଜ ବିରୋଧୀ ପ୍ରତିପକ୍ଷ ବୋଲିଂ ଓ ଫିଲଡିଂ ଛିନଛତ୍ର, ଘୋଷିତ ୩୧୪ ଆସନରୁ ବିଜେଡି ହାତେଇଲା ୨୮୧ ୧୫ଟିରେ ବିଜେପି ଏବଂ କଂଗ୍ରେସ ଜିତିଲା ୧୪ ଜୋନରେ ଭୁବନେଶ୍ୱର : ଟିମ ନବୀନ ନିଦ ହଜାଇଦେଇଛି…

ବରଗଡ଼: ପ୍ରଥମ ଦିନର ମ୍ୟାଚ ୧୦-୨ରେ ସାରିଲା ବିଜେଡି

ସର୍ବାଗ୍ରେ ଜାଇଫୁଲ ସିଂ , ଭାରତୀ ଭୁଏ , ନୀଳ କୁମାରୀ ଓ ସୁଦାମ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ସୁଶାନ୍ତ ସିଂ ସ୍ଥାନୀୟ ବିଧାୟକ ଓ ଜନସାଧାରଣ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ପ୍ରାର୍ଥୀ ବରଗଡ :- ସରିଲା ତ୍ରିସ୍ତରୀୟ ନିର୍ବାଚନ ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ସଦ୍ୟ ପ୍ରକାଶିତ ଫଳାଫଳ ଅନୁସାରେ…

ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜୋନ: ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ 3201 ଭୋଟରେ ବିଜୟୀ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 8 ଟି ପଞ୍ଚାୟତ ପାଇଁ 26 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି 27 ତାରିଖ ସକାଳ 6 ଟା ରେ ସମାପ୍ତ ହୋଇଥିଲା । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି କୁଇଜ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ…