ପଦ୍ମପୁର : ଝାରବନ୍ଧ BEO ରଞ୍ଜିତ ଭୋଇ ଜଣେ ଶିକ୍ଷକଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ l ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକଙ୍କ ଦରମା ବନ୍ଦ କରିବାପରେ 5 ହଜାର ଟଙ୍କା ଦାବି କରିଥିବା ବେଳେ ଆଜି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଝାରବନ୍ଦ BEO ରଞ୍ଜିତ ଭୋଇ l
Sign in
Sign in
Recover your password.
A password will be e-mailed to you.